ଝାରସୁଗୁଡା ୨।୪: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଧିରେ ଧିରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଶୁକ୍ରବାରଠାରୁ ଜିଲ୍ଲାର ସମସ୍ତ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ ରହିବ ।
wp:html/wp:htmlThere will be no weekly hat in our district for coming three weeks. Daily markets at different locations dealing in vegetables and non-vegetarian food items will be dispersed over multiple locations. Requested to co-operate in furthering our fight against resurgence of COVID.
— DM_Jharsuguda (@dm_jharsuguda) April 2, 2021