Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ହାଇକୋର୍ଟ ଏବଂ ଓଡିଶା ଜୁଡିସିଆଲ ଏକାଡେମୀ ପକ୍ଷରୁ ୨ ଦିନିଆ ଓ୍ୱେବିନାର, କରୋନା ସମୟରେ କୋର୍ଟ ଗୁଡିକ ସମ୍ମୁଖୀନ ହୋଇଥିବା ସମସ୍ୟା ଉପରେ ଆଲୋଚନା

17/01/2021 at 3:36 PM

କଟକ,୧୭/୦୧:    ଶନିବାରଠାରୁ ଓଡିଶା ହାଇକୋର୍ଟ ଓ ଓଡିଶା ଜୁଡିସିଆଲ ଏକାଡେମୀ ଆନୁକୁଲ୍ୟରେ କରୋନା ସମୟରେ କୋର୍ଟ ଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଏକ ଓ୍ୱେବିନାନ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଯୋଗଦେଇଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ ହୋଇଛି ।

ଓ୍ୱେବିନାରରେ ହାଇକୋର୍ଟର ବିଚାରପତି ତଥା ଓଡିଶା ଜୁଡିସିଆଲ ଏକାଡେମୀ କମିଟିର ସଭାପତି ଶ୍ରୀ ସଞ୍ଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ପାଠ କରିଥିଲେ ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଡି.ପି. ମହାପାତ୍ର, ଏ. ପଶାୟତ, ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରମଥ ପଟ୍ଟନାୟକ ଓ ଡିଏମଇଟିର ନିର୍ଦ୍ଦେଶକ ସିବିକେ ମହାନ୍ତି କୋର୍ଟର ସୁରକ୍ଷା ଓ ନିରାପତ୍ତା ଭିତରେ କାର୍ଯ୍ୟଦାରା ଉପରେ ଆଲୋକପାତ କରିଥିଲେ ।

ଏହାସହ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ. କେ ପଟ୍ଟନାୟକ ଓ ହାଇକୋର୍ଟର ବିଚାରପତି ବି.ପି. ରାଉତରାୟ ଗରିବଙ୍କ ନ୍ୟାୟ ଦେବା ଓ ସେମାନଙ୍କ ସାମ୍ବିଧାନିକ ଅଦିକାର କିପରି ଅତୁଟ ରହିବ ସେନେଇ ଆଲୋଚନା କରିଥିଲେ ।

   Related Posts