Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଲେଉଟିଲା ତାତି ; ୪୦ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର ତାପମାତ୍ରା

16/04/2018 at 11:26 AM

ଲେଉଟିଲା ତାତି ; ୪୦ ଡିଗ୍ରୀ ଛୁଇଁଲା ଭୁବନେଶ୍ୱର ତାପମାତ୍ରା
ଭୁବନେଶ୍ୱର ସହ ୮ଟି ସହରର ତାପମାତ୍ରା ୪ଅ ଡିଗ୍ରୀ ରେକର୍ଡ କରାଯାଇଛି
ଆସନ୍ତା ଗୁରୁବାର ଯାଏଁ ରାଜ୍ୟରେ ତାତି ଜାରି ରହିବ
ଗତକାଲି ବଲାଙ୍ଗୀର ଓ ଟିଟିଲିଗଡ଼ ତାପମାତ୍ରା ସର୍ବାଧିକ ୪୧ଡିଗ୍ରୀ ରେକର୍ଡ କରାଯାଇଥିଲା
ଆଜି ସନ୍ଧ୍ୟାରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କୁଆ ପଥର ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି

Leave a Reply

   Related Posts