Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଭାଗ୍ୟ ବଦଳାଏ ତୁଳସୀ ମାଳ, ଜାଣନ୍ତୁ ଏହାର ରହସ୍ୟ

2/02/2019 at 4:51 PM

ତୁଳସୀ ଗଛକୁ ପବିତ୍ର ବୋଲି ବିଶ୍ବାସ କରାଯାଏ। ସାଧାରଣତଃ ବୟସ୍କ ଲୋକ ଓ ବୈଷ୍ଣବମାନେ ବେକରେ ସବୁବେଳେ ତୁଳସୀ ମାଳ ପିନ୍ଧନ୍ତି। ତୁଳସୀ ମାଳ ବେକରେ ପିନ୍ଧିବା ଶୁଭ ଓ ପବିତ୍ର ବୋଲି କୁହାଯାଏ। ପ୍ରତ୍ୟେକ ଘରେ ଗୁରୁଜନମାନେ ତୁଳସୀ ମାଳ ଜପ କରନ୍ତି। ତୁଳସୀ ପତ୍ର ଭଳି ତୁଳସୀ ମାଳ ମଧ୍ୟ ଲାଭଦାୟକ ହୋଇଥାଏ। ତୁଳସୀ ମାଳ ଜପ ଦ୍ୱାରା ସବୁ କଷ୍ଟ ଦୂର ହୋଇଥାଏ। ଜାଣନ୍ତୁ ତୁଳସୀ ମାଳ ପିନ୍ଧିଲେ କଣ ଲାଭ ହୋଇଥାଏ।  

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳସୀ ମାଳ ଥିଲେ ଘରର ସଦସ୍ୟମାନେ ରୋଗମୁକ୍ତ ହୋଇଥାନ୍ତି। ଏହା ସହ ମଣିଷ ତୁଳସୀ ମାଳ ଧାରଣ କରିଲେ ସ୍ୱାସ୍ଥ ସମ୍ପୂର୍ଣ୍ଣ ଭାବେ ଠିକ୍‌ ରହେ। ତୁଳସୀରେ ଔଷଧୀୟ ଗୁଣ ଭରପୁର ଥାଏ।

ଏଥିରେ ଔଷଧୀୟ ଗୁଣ ଥିବାରୁ ଏହା ପିନ୍ଧିଲେ ଥଣ୍ଡା, ଜ୍ବର, ମୁଣ୍ଡ ବିନ୍ଧା ଏବଂ ତ୍ୱଚା ସମ୍ୱନ୍ଧିତ ରୋଗ ହୁଏ ନାହିଁ। ଶାସ୍ତ୍ର ଅନୁସାରେ ଅକାଳ ମୃତ୍ୟୁ ଏବଂ କ୍ଷତିକାରକ ରୋଗ ହୋଇନଥାଏ। ଲଗାତାର ତୁଳସୀର ୪-୫ଟି ପତ୍ର ଖାଇଲେ ରକ୍ତ ଚାପ ମଧ୍ୟ ସମ୍ପୂର୍ଣ ଭାବେ ଠିକ ହୋଇଯାଏ। ଶାଳଗ୍ରାମ ପୁରାଣ ଅନୁସାରେ ଖାଇବା ସମୟରେ ତୁଳସୀ ମାଳ ଶରୀରରେ ଥିଲେ ଅନେକ ଯଜ୍ଞ କରିବାର ପୁଣ୍ୟ ପ୍ରାପ୍ତ ହୋଇଥାଏ।        

 

   Related Posts