Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଏହି ଉପାୟରେ ରାତିରେ କରନ୍ତୁ ତ୍ରିଫଳା ସେବନ, ଦୂର ହୋଇଥାଏ ଅନେକ ସମସ୍ୟା

8/11/2021 at 3:13 PM

ନୂଅଦିଲ୍ଲୀ ୦୮।୧୧ : ବର୍ତ୍ତମାନ ଲାଇଫ ଷ୍ଟାଇଲ୍‌କୁ ନେଇ ଏଭଳି ଏକ ଧାରଣା ଆସିଗଲାଣି ଯେ ସବୁ ନିଜର ଓଜନ କମାଇବାରେ ଲାଗିଛନ୍ତି । ସାଧାରଣତଃ ଖାଇବାକୁ ତ ସସ୍ତେ ପସନ୍ଦ କରନ୍ତି । ଏଥିପାଇଁ ପ୍ରାୟତଃ ଆଜିକା ଯୁବବର୍ଗ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଭିନ୍ନ ଖାଦ୍ୟ ଖାଇଥାନ୍ତି ।. ହେଲେ  ଏଥିପାଇଁ ଅଧିକାଂଶ ବ୍ୟକ୍ତିଙ୍କ ଓଜନ ବଢି ଯାଇଥାଏ । ଖାଲି ଓଜନ ନୁହେଁ ସ୍ବାସ୍ଥ୍ୟ ପ୍ରତି ରୋଗ ମଧ୍ୟ ଆଣି ଥାଏ । ପେଟ ବଢିବା ସହିତ ଚର୍ବି ମଧ୍ୟ ବଢି ଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଆପଣାନ୍ତୁ ତ୍ରିଫଳା । ତ୍ରିଫଳା ଏପରି ଏକ ଫଳ ଯାହା ସ୍ବାସ୍ଥ୍ୟ ପ୍ରତି ବହୁତ ଫଳପ୍ରଦ । ତେବେ ଏହାକୁ ନିଜର ଡାଏଟ୍ ରେ ସାମିଲ କରନ୍ତୁ ।  

ଓଜନ ହ୍ରାସ କରିଥାଏ- ଯଦି ଆପଣଙ୍କ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ତେବେ ପେଟର ଚର୍ବି ବହୁତ ପରିମାଣରେ ବଢୁଛି ତାହାଲେ ଆପଣାନ୍ତୁ ତ୍ରିଫଳା । ଏହା ମୋଟାପକୁ କମ୍‌ କରିବାରେ ସାହାର୍ଯ୍ୟ କରେ । ତେବେ ଏହାକୁ ଯଦି ଡାଏଟ୍‌ ପ୍ଲାନରେ ସାମିଲ କରନ୍ତୁ । ଏହା ପ୍ରଥମେ ତ୍ରିଫଳାକୁ କାଢାରେ ମହୁ ଓ ଗୋଲମରିଚ ଗୁଣ୍ଡ ଗୋଳାଇ ପିଅନ୍ତୁ । ଏହା ବ୍ୟତୀତ ତ୍ରିଫଳାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ । ଏହା ଦ୍ବାରା ପେଟ କମାଇବା ସହ ଚର୍ବି ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ ।

ମଧୁମେହ ରୋଗୀ ପାଇଁ ଲାଭଦାୟକ- ଯଦି ଆପଣ ମଧୁମେହ ରୋଗରେ ପୀଡିତ ତେବେ ତ୍ରିଫଳା ସେବନ କରିଲେ ଏହା ବହୁତ ଫାଇଦା ହୋଇଥାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ବାରା ବ୍ଲେଡ ଓ ରକ୍ତଚାପର ସ୍ତର ଠିକ୍‌ ରଖିଥାଏ । ଏହାକୁ ସାଧାରଣତଃ ଉଷୁ ପାଣିରେ ଗୋଳାଇ ପିଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ ।

କୋଷ୍ଠ କାଠିନ୍ୟ ସମସ୍ୟା- ତ୍ରିଫଳା ଏପରି ଏକ ଯାହା ଶରୀର ଅନେକ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ । ଏହା ଖାଇବା ଦ୍ବାରା ପେଟ ଜନିତ ସମସ୍ୟାର ମଧ୍ୟ ଦୂର ହୋଇଥାଏ । ଏହାକୁ ସବୁ ଦିନ ତ୍ରିଫଳା ଗୁଣ୍ଡକୁ ଉଷୁମ ପାଣିରେ ଗୋଳାଇ ପିଇବା ଦ୍ବାରା ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ । ଏବଂ ପେଟ ସଫା ମଧ୍ୟ ରଖି ଥାଏ ।

   Related Posts