ନବୀନଙ୍କ ଜଳ ପ୍ରକଳ୍ପ ଶିଳନ୍ୟାସକୁ ମୋଦିଙ୍କ ଗ୍ୟାସ ବିତରଣ ପ୍ରକଳ୍ପ ଶିଳାନ୍ୟାସ : 9pm Disussion (22.11.2018)
23/11/2018 at 12:08 AM

ଆମର ଆଜିର ବିତର୍କ – ପାଣି ବନାମ ଗ୍ୟାସ୍ ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଞ୍ଚଳରେ ମଧୁର ପିଇବା ପାଣି ପାଇଁ ବସୁଧା ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ସେପଟେ ଆଜି କେନ୍ଦ୍ର ସରକାର ସହରାଞ୍ଚଳ ଗ୍ୟାସ୍ ବିତରଣ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ।