Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି

6/09/2018 at 2:31 PM

ପୁରୀ ୦୬/୦୯: ଉବୁଟୁବୁ ଅର୍କକ୍ଷେତ୍ର । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି । ମନ୍ଦିର ପରିସରରେ ପାଣି ଜମି ରହିଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ବାରମ୍ବାର ମନ୍ଦିରରେ ପାଣି ଜମି ରହୁଥିବାରୁ ଏହାର ସ୍ଥାୟୀ ସମାଧାନ କରାଯାଉ ନାହିଁ । ପାଣି ଜମି ରହିବା କାରଣରୁ ମନ୍ଦିର ପ୍ରତି ବିପଦ ଦେଖାଦେଇଛି ।

   Related Posts