ଏବେବି ଜଳବନ୍ଦୀ
26/07/2018 at 3:31 PM

ପୁରୀ ସହର ଉପକଣ୍ଠ ଗୋପୀନାଥପୁର ତଳନୂଆ ସାହି ବସ୍ତି ବାସିନ୍ଦା ଜଳବନ୍ଦୀ। ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଘରୁ ବାହାରିବା ସହ ରୋଷେଇ ବାସ କରିବାରେ ବଡ ସମସ୍ୟା ଉପୁଜିଛି । ବର୍ଷାଜଳ ନିଷ୍କାସନ ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା ଏ ଯାଏଁ ହୋଇପାରୁନି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବୀ ଯୋର ଧରିଛି
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021