Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଷାରେ ଉବୁଟୁବୁ ରାଜଧାନୀ : ପାଣିରେ ବୁଡି ରହିଛି ଗାଡି ମଟର

23/08/2019 at 10:58 AM

ଭୁବନେଶ୍ବର ୨୩|୮: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି ।  ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇଛି । ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଜମିଯାଇଛି । ଇସ୍କନ ମନ୍ଦିର ରାସ୍ତାରେ ୪ ଫୁଟ ଉପରେ ପାଣି ଜମିଛି । ପାଣିରେ ବୁଡି ରହିଛି ସ୍କୁଟି, ବାଇକ୍ ଓ କାର୍ । ସୌଭାଗ୍ୟ ନଗର ରାସ୍ତାରେ ୩ ଫୁଟ ପାଣି ଜମିବା ସହ ଲୋକେ ଜଳବନ୍ଦୀ ହୋଇଛନ୍ତି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଦେଖନ୍ତୁ କିଭଳି ରହିଛି ରାଜଧାନୀର ଅବସ୍ଥା :

   Related Posts