Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଫୁଲୁଛି ବଂଶଧାରା : ବିଭିନ୍ନ ସାହିରେ ପସିଲା ପାଣି, ଲୋକେ ଭୟଭୀତ

7/08/2019 at 11:16 AM

ଗୁଣୁପୁର ୭|୮: ରାୟଗଡା ଜିଲ୍ଲା ଗୁଣୁପୁରରେ ମଧ୍ୟ ବିପଦ ସଙ୍କେତ ଉପରେ ବଂଶଧାରା ନଦୀ ଜଳସ୍ତର ପ୍ରବାହିତ ହେଉଛି । ଏଠାରେ ବିପଦ ସଂଙ୍କେତ ୮୪ମିଟର ଥିବା ବେଳେ ବର୍ତ୍ତମାନ ୮୪.୪୫ମିଟର ପାଣି ପ୍ରବାହିତ ହେଉଛି । ଗୁଡାରି ଏନଏସିର ବ୍ରାହ୍ମଣ ସାହି ଓ ଲାଡି ସାହିରେ ପାଣି ପସିଯାଇଛି ।

ଗୁଡାରିର ନଈକୁଳିଆ ଅଞ୍ଚଳରେ ବନ୍ଧା ହୋଇଥିବା ୭୦ରୁ ଅଧିକ ଗାଈ ପାଣିରେ ଭାଷି ଯାଇଥିବା ସୂଚନା ମିଳିଛି । ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

   Related Posts