ଫୁଲୁଛି ବଂଶଧାରା : ବିଭିନ୍ନ ସାହିରେ ପସିଲା ପାଣି, ଲୋକେ ଭୟଭୀତ
7/08/2019 at 11:16 AM

ଗୁଣୁପୁର ୭|୮: ରାୟଗଡା ଜିଲ୍ଲା ଗୁଣୁପୁରରେ ମଧ୍ୟ ବିପଦ ସଙ୍କେତ ଉପରେ ବଂଶଧାରା ନଦୀ ଜଳସ୍ତର ପ୍ରବାହିତ ହେଉଛି । ଏଠାରେ ବିପଦ ସଂଙ୍କେତ ୮୪ମିଟର ଥିବା ବେଳେ ବର୍ତ୍ତମାନ ୮୪.୪୫ମିଟର ପାଣି ପ୍ରବାହିତ ହେଉଛି । ଗୁଡାରି ଏନଏସିର ବ୍ରାହ୍ମଣ ସାହି ଓ ଲାଡି ସାହିରେ ପାଣି ପସିଯାଇଛି ।

ଗୁଡାରିର ନଈକୁଳିଆ ଅଞ୍ଚଳରେ ବନ୍ଧା ହୋଇଥିବା ୭୦ରୁ ଅଧିକ ଗାଈ ପାଣିରେ ଭାଷି ଯାଇଥିବା ସୂଚନା ମିଳିଛି । ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021