Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ର ଟ୍ରେଲର : ଡେବ୍ୟୁ ଫିଲ୍ମରେ ଗ୍ଲାମରସ୍ ଲୁକରେ ତାରା ଏବଂ ଅନନ୍ୟା

12/04/2019 at 4:02 PM

ମୁମ୍ବାଇ ୧୨/୪: ଦୀର୍ଘ ଦିନର ଅପେକ୍ଷା ପରେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ର ଟ୍ରେଲର ଲଞ୍ଚ କରି ଦିଆଯାଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ୍ ଅଭିନୟ କରୁଥିବାବେଳେ ତାଙ୍କ ସହ ଅଭିନେତ୍ରୀ ତାରା ସୂତାରିୟା ଏବଂ ଅନନ୍ୟା ପାଣ୍ଡେ ନଜର ଆସିବେ।

ଅନନ୍ୟା ଏବଂ ତାରା ଏହି ଫିଲ୍ମରୁ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟ୍ରେଲରରୁ ଆପଣଙ୍କୁ ଲାଗିବ ଯେ  ଏହା ୨୦୧୨ମସିହାରେ ରିଲିଜ ହୋଇଥିବା  ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଏହି ଟ୍ରେଲରରେ ଏକ ସୁନ୍ଦର ସ୍କୁଲ ସେଣ୍ଟ ଟରିଜା ଦେଖାଯାଇଛି ଯେଉଁଠାକୁ ଟାଇଗର ଶ୍ରଫ୍ ଆସୁଛନ୍ତି। ଏଠାରେ ତାଙ୍କ ଜୀବନରେ ତାରା ଏବଂ ଅନନ୍ୟା ଭଳି ୨ଜଣ ଗ୍ଲାମରସ୍ ଝିଅ ପ୍ରବେଶ କରୁଛନ୍ତି। ଏହି ଫିଲ୍ମରେ ଆପଣଙ୍କୁ ଟାଇଗରଙ୍କ ଫାଇଟିଂ ସିନ୍ ଏବଂ ଷ୍ଟଣ୍ଟ ଦେଖିବାକୁ ମିଳିବ। ନିଜ ଡେବ୍ୟୁ ଫିଲ୍ମରେ ତାରା ଏବଂ ଅନନ୍ୟା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ପୁନିତ ମଲହୋତ୍ରାଙ୍କ ନିଦ୍ଦେଶନାରେ ଏହି ଫିଲ୍ମ ମଇ ୧୦ ତାରିଖ ରିଲିଜ ହେଉଛି।

  

   Related Posts