Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଶେଷରେ ଫୋନ୍ ବଦଳାଇଲେ ଓ୍ବାରେନ ବଫେଟ୍, ବିଶ୍ବର ନଂ.୪ ଧନୀକ ଧରିଲେ ଆଇଫୋନ୍ ଇଲେଭେନ୍ ସେଟ୍

25/02/2020 at 5:46 PM

ନୂଆଦିଲ୍ଲୀ୨୫/୨: ବିଶ୍ବର ଧନୀ ବ୍ୟାକ୍ତିଙ୍କ ତାଲିକାରେ ଆମେରିକାର ବିଜନେସ୍‌ମ୍ୟାନ ଓ୍ବାରେନ ଏଡଓ୍ବାର୍ଡ ବଫେଟଙ୍କ ନାଁ ରହିଛି। ବିଶ୍ବ ଚତୁର୍ଥ ଧନୀ ବ୍ୟକ୍ତି ଦାମି ଫୋନ ଛାଡ଼ି କମ୍ ଦାମ ଫୋନ ବ୍ୟବହାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୮୯ ବର୍ଷ ବୟସ୍କ ଆରବପତି ଓ୍ବାରେନ ଆମେରିକାର ଜଣେ ବଡ଼ ପୁଞ୍ଜି ନିବେଶକ ଭାବେ ବେଶ ପରିଚିତ। ଏଥିସହ ବର୍କଶାୟର ହାଥଓ୍ବେର ସିଇଓ ଓ ଚେୟାରମ୍ୟାନ ହେଉଛନ୍ତି ଓ୍ବାରେନ।

୨୦୨୦ ମସିହାରେ ଓ୍ବାରେନ୍‌ ସାମସଙ୍ଗ୍ ଫ୍ଲିପ୍ ଫୋନ୍‌କୁ ବଦଳାଇ ଆଇଫୋନ୍ ୧୧ କୁ ନେଇଛନ୍ତି। ଏକ ସାକ୍ଷାତକାରରେ ଓ୍ବାରେନ କହିଥିଲେ ଯେ ଉପଭୋକ୍ତା ଉତ୍ପାଦକ ପାଇଁ ବହୁତ ମହତ୍ବପୂର୍ଣ୍ଣ। ବର୍କଶାୟର ହାଥଓ୍ବେର ସିଇଓ ଓ ଚେୟାରମ୍ୟାନ ଓ୍ବାରେନ ଆପଲ୍‌ କମ୍ପାନୀର ୫.୬ ପ୍ରତିଶତ ମାଲିକ ଅଛନ୍ତି। ସେ samsang SCH-U320 ଫୋନକୁ ୨୦୧୯ ପର୍ଯ୍ୟନ୍ତ ବ୍ୟବହାର କରିଛନ୍ତି।

ଓ୍ବାରେନ କହିଛନ୍ତି ତାଙ୍କ ଫ୍ଲିପ୍ ଫୋନ ଚାଲିଗଲା। ଓ୍ବରେନ କହିଛନ୍ତି ପ୍ରଥମ ସ୍ମାର୍ଟ ଫୋନ୍‌ରେ ବହୁତ ଖୁସି ଥିଲେ। ପୁଣି ନୂଆ ଫୋନ ଆଣିଲେ ସେଥିପାଇଁ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି ଓ୍ବାରେନ କହିଛନ୍ତି। ସେ କେବଳ ବେସିକ୍‌ କଲିଙ୍ଗ ପାଇଁ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଏପରି ଟିମ୍‌ କୁକ ତାଙ୍କୁ ବହୁତ ସ୍ମାର୍ଟଫୋନ ପ୍ରଦାନ କରିଛନ୍ତି। ଆପଲ୍‌ ଫୋନ କମ୍ପାନୀର ୫.୬ ପ୍ରତିଶତ ମାଲିକାନା ଥିବା ଓ୍ବାରେନ୍‌ ଆପଲ୍ ଇଲେଭେନ ଫୋନ ବ୍ୟବହାର କରୁଛନ୍ତି।

   Related Posts