ଭାଗ୍ୟର ଦ୍ବାର ଖୋଲିବାକୁ ଚାହୁଁଛନ୍ତି କି, ଗିଫ୍ଟ କରନ୍ତୁ ଲାଫିଙ୍ଗ ବୁଦ୍ଧ

Published By : Prameya-News7 Bureau | April 26, 2019 IST

ଭାରତରେ ଯେପରି ବାସ୍ତୁକୁ ଗୁରୁତ୍ବ ଦିଆଯାଏ ସେହିପରି  ଚୀନ  ଫେଙ୍ଗସୁଇ ପ୍ରତି ଲୋକଙ୍କ ଦୁର୍ବଳତା ରହିଛି । ଚୀନ ଲୋକମାନ୍ୟତା ଅନୁସାରେ ଘରେ ଲାଫିଙ୍ଗ ବୁଦ୍ଧ ଥିଲେ ବାସ୍ତୁର ସମସ୍ତ ତ୍ରୁଟି ଦୂରହୋଇଯାଏ ଓ ଲୋକେ ସମସ୍ୟାରେ ପଡନ୍ତିନି। ଲାଫିଙ୍ଗ ବୁଦ୍ଧକୁ ଉନ୍ନତିର ସୂଚକ ବୋଲି ଲୋକେ ମାନିଥାନ୍ତି। ଏଣୁ ଲୋକେ ସେମାନଙ୍କ ପ୍ରୀୟ ଜନଙ୍କୁ ଉପହାରରେ ଲାଫିଙ୍ଗ ବୁଦ୍ଧ  ଦେଇଥନ୍ତି ।

{"id":107769,"width":585,"height":585}

ଆସନ୍ତୁ ଜାଣିବା ଲାଫିଙ୍ଗ ବୁଦ୍ଧ ଉପହାର ଦେଲେ କଣହୁଏ
କାହାକୁ ଲାଫିଙ୍ଗ ବୁଦ୍ଧ ଉପହାର ଦେବା ଅର୍ଥାନ ନିଜ ଭାଗ୍ୟର ଦ୍ବାର ଖୋଲିବା । ସେହିପରି ଯାହାକୁ ଲାଫିଙ୍ଗ ବୁଦ୍ଧ ଉପହାର ଦିଆଯାଏ ତାଙ୍କର ଭାଗ୍ୟ ମଧ୍ୟ ଚମକି ଥାଏ, ସଫଳତା ତାଙ୍କର ପଦ ଚୁମ୍ବନ କରିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଗିଫ୍ଚରେ ମିଳିଥିବା ଲାଫିଙ୍ଗ ବୁଦ୍ଧ ଅନେକ ଲାଭଦାୟୀ ହୋଇଥାନ୍ତି । ଏଭଳି ବୁଦ୍ଧଙ୍କୁ ଘରେ ରଖିଲେ ଘରେ ଆର୍ଥିକ ସମସ୍ୟା ଉପୁଜି ନଥାଏ। ଯାହାର ବ୍ୟବସାୟ ଚାଲୁନଥାଏ ପ୍ରତିଷ୍ଠାନରେ ଏଭଳି ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ବ୍ୟବସାୟରେ ଉନ୍ନତି ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.