ଲଗାଣ ବର୍ଷାରେ ସାଲେପୁର ଚାହାପଡା ଗାଁରେ ଭୁଶୁଡିଲା କାନ୍ଥ

Published By : Prameya-News7 Bureau | September 06, 2018 IST

କଟକ;୦୬/୦୯-ଲଗାଣ ବର୍ଷାରେ ସାଲେପୁର ଚାହାପଡା ଗାଁରେ ଭୁଶୁଡିଲା କାନ୍ଥ । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭାଙ୍ଗିଯାଇଥିଲା । ଅଳ୍ପକେ ବର୍ତ୍ତିଗଲେ ୪ଟି ପରିବାର । ଚକ୍ରଧର ପାତ୍ର,ଭରତ ସାମଲ,ବନମାଳୀ ପାତ୍ର,ପ୍ରଶାନ୍ତ ଜଟଙ୍କ ପରିବାର ବଞ୍ଚି ଯାଇଛନ୍ତି । ଏବେ ଏହି ପରିବାର ସ୍କୁଲ ଘର ଓ ଅନ୍ୟ ଘରର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ସ୍ଥାନୀୟ ଲୋକମାନେ ଏହି ଚାରିଟି ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.