ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଲଗାଣ ବର୍ଷାରେ ସାଲେପୁର ଚାହାପଡା ଗାଁରେ ଭୁଶୁଡିଲା କାନ୍ଥ

6/09/2018 at 2:19 PM

କଟକ;୦୬/୦୯-ଲଗାଣ ବର୍ଷାରେ ସାଲେପୁର ଚାହାପଡା ଗାଁରେ ଭୁଶୁଡିଲା କାନ୍ଥ । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଘର ଭାଙ୍ଗିଯାଇଥିଲା । ଅଳ୍ପକେ ବର୍ତ୍ତିଗଲେ ୪ଟି ପରିବାର । ଚକ୍ରଧର ପାତ୍ର,ଭରତ ସାମଲ,ବନମାଳୀ ପାତ୍ର,ପ୍ରଶାନ୍ତ ଜଟଙ୍କ ପରିବାର ବଞ୍ଚି ଯାଇଛନ୍ତି । ଏବେ ଏହି ପରିବାର ସ୍କୁଲ ଘର ଓ ଅନ୍ୟ ଘରର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ସ୍ଥାନୀୟ ଲୋକମାନେ ଏହି ଚାରିଟି ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ଦାବି କରିଛନ୍ତି।

   Related Posts