Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ପ୍ରତିଦିନ ସକାଳୁ ଉଠି ବାସି ମୁହଁରେ ପିଅନ୍ତୁ ଏହି ଜିନିଷ : ତ୍ବଚାରେ ଚମକ ଫେରିବା ସହ ବୃଦ୍ଧି ପାଇବ ଯୈାବନ

3/08/2019 at 10:50 AM

ପ୍ରତିଦିନ ସକାଳୁ ଉଠି ହଳଦୀ ପାଣି ପିଇବା ଉଚିତ୍। ନଖ ଉଷୁମ ପାଣିରେ ହଳଦୀ ମିଶାଇ ପିଇବା ଦ୍ବାରା ମସ୍ତିଷ୍କ ପ୍ରଖର ହୋଇଥାଏ। ପ୍ରତିଦିନ ସକାଳୁ ଏପରି କଲେ ରକ୍ତ ବିଶୁଦ୍ଧ ହୋଇଥାଏ। ଏବଂ ହୃଦଘାତରୁ ରକ୍ଷା ମିଳିଥାଏ। ଯଦି ଆପଣଙ୍କ ତ୍ବଚାରେ ବ୍ରଣ ସମସ୍ୟା ରହିଛି ,କୁଣ୍ଡିଆ ରହିଛି ତେବେ ଆପଣ ପ୍ରତିଦିନ ସକାଳୁ ହଳଦୀ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ।

ପେଟ ସମସ୍ୟା ଥିବା ଲୋକଙ୍କ ପାଇଁ ହଳଦୀ ପାଣି କୈାଣସି ଔଷଧଠୁ କମ୍ ନୁହେଁ। ହଳଦୀ ପାଣି ଯକୃତର କୋଷକୁ ଠିକ୍ କରି ଯକୃତ ସଂକ୍ରମଣକୁ ଦୂର କରିଥାଏ। ହୃଦରୋଗୀ ହଳଦୀ ପାଣି ପିଇବା ଉଚିତ୍। ଏହାଦ୍ବାରା ହୃଦଘାତର ସମ୍ଭାବନା ମଧ୍ୟ କମିଯାଇଥାଏ।

 ଯଦି ଆପଣ ହଳଦୀ ପାଣିରେ ଲେମ୍ବୁ ପାଣି ପିଉଛନ୍ତି ତେବେ ଏହା ଶରୀର ଭିତରେ ଜମିଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଯାହା ଦ୍ବାରା ଶରୀରରେ ବୟସ ବୃଦ୍ଧିର ପ୍ରଭାବ ଜଣାପଡ଼ିନଥାଏ। ଏବଂ ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ଦୂର ହୋଇଯାଇଥାଏ।

ହଳଦୀରେ ଫ୍ରି ରାଡିକଲ୍ସ ରହିଥାଏ। ଏହା ସ୍ବାସ୍ଥ୍ୟ ଏବଂ ସୈାନ୍ଦର୍ଯ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏଥିପାଇଁ ପ୍ରତିଦିନ ହଳଦୀ ପାଣି ପିଇବା ଦ୍ବାରା ତ୍ବଚାର ଚମକ ବଢ଼ିଥାଏ। ଏହା ଦ୍ବାରା ତ୍ବଚାରେ ଚର୍ମ କୁଞ୍ଚନ,ଆଖି ତଳେ କଳା ଦାଗ ଧୀରେ ଧୀରେ ଦୂର ହୋଇଥାଏ।

   Related Posts