ଟ୍ରେନ ଇଞ୍ଜିନରୁ ଅଲଗା ହେଲା ବଗି, ଅଳ୍ପକେ ଟଳିଲା ବଡ ଦୁର୍ଘଟଣା

Published By : Prameya-News7 Bureau | October 28, 2019 IST

ଆଠଗଡ୨୮|୧୦: ବଡ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହି ଟ୍ରେନ ।ଆଠଗଡ ନିକଟସ୍ଥ ଘଣ୍ଟିଖାଲ ନିଧିପୁର ଷ୍ଟେସନ ପାଖରେ ମାଲବାହି ଟ୍ରେନରୁ ଛିଡି ଅଲଗା ହେଲା ୫ଟି ବଗି ।ପଛ ୫ଟି ବଗି କୁ ଛାଡି କିଛି ଦୂରରେ ଅଟକିଛି ଇଂଜିନି ସମେତ ଅନ୍ୟ ବଗି ।

{"id":175765}

ପୁରୁଣା କଟକ ସମ୍ବଲପୁର ରାସ୍ତାର ନିଧିପୁର ଲେବୁଲ କ୍ରସିଂ ଠାରେ ରାସ୍ତା ଉପରେ ବଗି ରହିଯିବାରୁ ଉଭୟ ପଟ ରାସ୍ତାରେ ଅଟକି ରହିଛି ଶହଶହ ଗାଡିମଟର , ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।ରେଳ ବିଭାଗ ପକ୍ଷରୁ ଲାଇନ କ୍ଲିଅର ପାଇଁ ଉଦ୍ୟମ ଜାରୀ ରହିଛି । ଏଭଳି ବଗି ଅଲଗା କାହିଁକି ହେଲା ସେ ନେଇ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।

{"id":175766}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.