Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଟ୍ରେନ ଇଞ୍ଜିନରୁ ଅଲଗା ହେଲା ବଗି, ଅଳ୍ପକେ ଟଳିଲା ବଡ ଦୁର୍ଘଟଣା

28/10/2019 at 10:59 AM

ଆଠଗଡ୨୮|୧୦: ବଡ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହି ଟ୍ରେନ ।ଆଠଗଡ ନିକଟସ୍ଥ ଘଣ୍ଟିଖାଲ ନିଧିପୁର ଷ୍ଟେସନ ପାଖରେ ମାଲବାହି ଟ୍ରେନରୁ ଛିଡି ଅଲଗା ହେଲା ୫ଟି ବଗି ।ପଛ ୫ଟି ବଗି କୁ ଛାଡି କିଛି ଦୂରରେ ଅଟକିଛି ଇଂଜିନି ସମେତ ଅନ୍ୟ ବଗି ।

ପୁରୁଣା କଟକ ସମ୍ବଲପୁର ରାସ୍ତାର ନିଧିପୁର ଲେବୁଲ କ୍ରସିଂ ଠାରେ ରାସ୍ତା ଉପରେ ବଗି ରହିଯିବାରୁ ଉଭୟ ପଟ ରାସ୍ତାରେ ଅଟକି ରହିଛି ଶହଶହ ଗାଡିମଟର , ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।ରେଳ ବିଭାଗ ପକ୍ଷରୁ ଲାଇନ କ୍ଲିଅର ପାଇଁ ଉଦ୍ୟମ ଜାରୀ ରହିଛି । ଏଭଳି ବଗି ଅଲଗା କାହିଁକି ହେଲା ସେ ନେଇ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।

   Related Posts