ସେତୁ ଓ ରାସ୍ତା ଦାବିରେ ଲାଞ୍ଜିଗଡରେ ଭୋଟ୍ ବର୍ଜନ

Published By : Prameya-News7 Bureau | April 11, 2019 IST

ଲାଞ୍ଜିଗଡ ୧୧|୪: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଚାଲିଛି ମତଦାନ ।

{"id":102256}

କଳାହାଣ୍ଡି ଲୋକସଭା ସହ ୭ଟି ବିଧାନସଭା ଭବାନୀପାଟଣା, ଧର୍ମଗଡ, ଜୁନାଗଡ, ନର୍ଲ।, ଲାଞ୍ଜିଗଡ, ନୂଆପଡା ଏବଂ ଖରିଆରରେ ଆଜି ଭୋଟିଂ ଚାଲିଛି । ଜିଲ୍ଲାରେ ମୋଟ୍ ୧୪୦୫ ବୁଥ୍ ରେ ମତଦାନର ବ୍ୟବସ୍ଥା କରାଯାଇଛି। ତେବେ ଲାଞ୍ଜିଗଡରେ ଭୋଟ୍ ବର୍ଜନ କରିଛନ୍ତି ଅଞ୍ଚଳବାସୀ । ନାଗୁପଡାବାସୀ ୨୦୫ ବୁଥ୍‌ ରେ ଭୋଟ୍ ବର୍ଜନ କରିଛନ୍ତି । ରାସ୍ତା ଓ ପୋଲ ଦାବି କରି ଭୋଟ୍ ବର୍ଜନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.