Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭୋଡାଫୋନର ୯୮ ଟଙ୍କା ପ୍ଲାନରେ ବଡ ପରିବର୍ତ୍ତନ : ଏବେ ମିଳିବ ଅଧିକ ୬ଜିବି ଡାଟା

22/05/2020 at 2:48 PM

ନୂଆଦିଲ୍ଲୀ ୨୨/୦୫ : ଭୋଡାଫୋନ ନିଜର ୯୮ ଟଙ୍କାର ପ୍ରିପେଡ଼ ପ୍ଲାନରେ ଏକ ବଡ ପରିବର୍ତ୍ତନ କରିଛି | ଏହି ପ୍ଲାନରେ କମ୍ପାନୀ ୧୦୦ ପ୍ରତିଶତ ଡାଟା ବୃଦ୍ଧି କରିଛି | ଏହି ପ୍ଲାନରେ ୟୁଜର୍ସଙ୍କୁ ପୂର୍ବରୁ ୬ଜିବି ଡାଟା ମିଳୁଥିଲା | ଏବେ କମ୍ପାନୀ ଅଧିକ ୬ଜିବି ଡାଟା ଅଫର ଦେଇଛି | ଅର୍ଥାତ ବର୍ତ୍ତମାନ ୯୮ ପ୍ଲାନ ରିଚାର୍ଜ କଲେ ୟୁଜର୍ସଙ୍କୁ ମିଳିବ ୧୨ ଜିବି ହାଇସ୍ପିଡ଼ ଡାଟା | ଯେଉଁମାନଙ୍କୁ ଅଧିକ ଡାଟା ଦରକାର ପଡ଼ିନଥାଏ ସେମାନଙ୍କ ପାଇଁ ଭୋଡାଫୋନର ଏହି ପ୍ଲାନ ବହୁତ କାର୍ଯ୍ୟକାରୀ |  

ଡବଲ ଡାଟା ବେନିଫିଟ ସହ ଭୋଡାଫୋନର ଏହି ପ୍ଲାନ ଆନ୍ଧ୍ର ପ୍ରଦେଶ, କେରଳ, ମୁମ୍ବାଇ, ଉତ୍ତର ପ୍ରଦେଶ ଲୋକଙ୍କ ପାଇଁ ଉପଲବ୍ଧ | କମ୍ପାନୀ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ପ୍ଲାନ ଶୀଘ୍ର ଉପଲବ୍ଧ କରାଇବ ବୋଲି ଆଶା କରାଯାଉଛି |

   Related Posts