Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଭୋଡ଼ାଫୋନ ଲଞ୍ଚ କଲା ୩୯ ଟଙ୍କିଆ ପ୍ରିପେଡ୍ ପ୍ଲାନ, ଗ୍ରାହକଙ୍କୁ ମିଳିବ ଟକ୍‌ଟାଇମ ସହ ବହୁତ କିଛି

5/11/2019 at 4:01 PM

ନୂଆଦିଲ୍ଲୀ୫/୧୧: ଭୋଡ଼ାଫୋନ୍ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ୩୯ ଟଙ୍କିଆ ଅଲରାଉଣ୍ଡର ପ୍ଲାନ ଲଞ୍ଚ କରିଛି। ଏହା ପୂର୍ବରୁ ଭୋଡ଼ାଫୋନ ୩୫, ୪୫  ଓ ୪୫ ଟଙ୍କିଆ ଅଲରାଉଣ୍ଡର ପ୍ଲାନ ଲଞ୍ଚ କରିଥିଲା। କମ୍ପାନୀ ବଛା ବଛା ପ୍ରିପେଡ୍‌ ପ୍ଲାନ ଗ୍ରାହକଙ୍କ ପାଇଁ ଏହି   ଲଞ୍ଚ କରିଛି।

 କମ୍ପାନୀ ୩୯ ଟଙ୍କା ରିଚାର୍ଜରେ ୩୦ ଟଙ୍କା ଟକଟାଇମ୍‌ ସହ ୯ ଟଙ୍କା ଅତିରିକ୍ତ ଫାଇଦ ଦେବ। ଟକ୍‌ଟାଇମ୍‌ର ବୈଧତା( ଭାଲିଡିଟି) ୭ ଦିନ ପର୍ଯ୍ୟନ୍ତ ରହିବ। ଏଥିସହ ଭଏସ କଲ ପାଇଁ ସେକେଣ୍ଡ ପ୍ରତି ୨.୫ ପଇସା ଚାର୍ଜ ଲାଗିବ। ୩୯ ଟଙ୍କିଆ ପ୍ଲାନରେ ବି ୧୦୦ ଏମବି ଡାଟା ମିଳିବ।  ଡାଟାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ।

ଏହା ପୂର୍ବରୁ ୩୫ ଟଙ୍କିଆ ପ୍ଲାନ ଭୋଡ଼ାଫୋନ ଲଞ୍ଚ କରିଥିଲା। ଏହି ପ୍ଲାନରେ ୨୬ ଟଙ୍କା ଟକଟାଇମ, ୧୦୦ ଏମବି ଡାଟା ଓ ଭଏସ କଲ ସେକେଣ୍ଡ ପ୍ରତି ୨.୫ ପଇସା ଚାର୍ଜ ଲାଗୁଥିଲା। ୩୯ ଓ ୩୫ ଟଙ୍କିଆ ଅଲରାଣ୍ଡର ପ୍ଲାନରେ ଫାଇଦା ପାଖାପାଖି ସମାନ ।

   Related Posts