Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଯେଉଁମାନେ ୩୫ ଟଙ୍କାର ରିଚାର୍ଜ କରାନ୍ତି ସେମାନଙ୍କ ପାଇଁ ଭୋଡାଫୋନ୍ କମ୍ପାନୀ ତରଫରୁ ଖୁସି ଖବର

6/10/2019 at 2:22 PM

ଟେଲିକମ୍‌ ଜଗତରେ ରିଲାଏନ୍ସ ଜିଓ ଆସିବା ପରେ ଅନ୍ୟ କମ୍ପାନୀମାନଙ୍କର ଛୁଟି ହୋଇଛି। କାରଣ ଜିଓ ନିଜ ଗ୍ରାହକଙ୍କ ପାଇଁ ଜବବରଦସ୍ତ ଅଫରର ଲାଭ ଦେଉଥାଏ। ଏଥିପାଇଁ ଅନ୍ୟ କମ୍ପାନୀ ମିନିମମ୍‌ ରିଚାର୍ଜ ସେବା ଆରମ୍ଭ କରିଛି। କେବଳ ସେତିକି ନୁହେଁ ଅନ୍ୟ କମ୍ପାନୀ ମାନଙ୍କୁ ଲକ୍ଷ ଲକ୍ଷ ଗ୍ରାହକ ମଧ୍ୟ ହରାଇବାକୁ ପଡିଛି। 

ଏବେ ସବୁ କମ୍ପାନୀ ନୂଆ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଉପଲବ୍ଧ କରାଉଛି। ପ୍ରତିଯୋଗୀତାରେ ଥିବା କମ୍ପାନୀ ଭୋଡାଫୋନର ଗ୍ରାହକଙ୍କ ପାଇଁ ଖୁସି ଖବର। କାରଣ ଏବେ ସେମାନଙ୍କୁ ୩୫ ଟଙ୍କାର ରିଚାର୍ଜ କରିବାକୁ ପଡିବ ନାହିଁ।

ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ୩୫, ୬୫, ୯୫ ଓ ୧୪୫ ଟଙ୍କାର ମିନିମମ୍‌ ରିଚାର୍ଜ ଉପଲବ୍ଧ କରାଉଛି। ଏଥିରେ ଗ୍ରାହକଙ୍କୁ ଫୁଲ ଟକ୍‌ଟାଇମ୍‌ ଅଫରର ଲାଭ ମିଳିବ। ଏହା ସହ ଅଫରରେ ୨୮ ଦିନ ପାଇଁ ଇନକମିଂ ସୁବିଧାର ଲାଭ ମଧ୍ୟ ମିଳିବ। ୪୫ ଟଙ୍କାରେ ଗ୍ରାହକଙ୍କୁ ଟକ୍‌ଟାଇମ ସହ ୧୦୦ଏମ୍‌ବି୨ଜି, ୩ଜି, ୪ଜି ଡାଟା ବ୍ୟବହାର କରିବାର ସୁବିଧା ଦିଆଯିବ। ତେଣୁ ଏବେ ୩୫ ବଦଳରେ ୪୫ର ରିଚାର୍ଜ କରିଲେ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ ହେବ।

   Related Posts