Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୋଡାଫୋନ୍‌ ଆଇଡିଆ ନେବ ନାହିଁ ଆଇୟୁସି- ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

ନୂଆଦିଲ୍ଲୀ – ଜିଓ ଅନ୍ୟ ନେଟଓ୍ୱାର୍କରୁ ଏହାର ଗ୍ରାହକମାନେ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା ଆଇୟୁସି ଚାର୍ଜ ନେବ ବୋଲି ଘୋଷଣା କରିଛି । ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭୋଡାଫୋନ୍‌ ଆଇଡିଆ ନିଜର ଗ୍ରାକମାନଙ୍କ ଠାରୁ ଆଇୟୁସି ଚାର୍ଜ ନେବ ନାହିଁ ବୋଲି ଘୋଷଣା କରିଛି ।

ଏହାର ଅନ୍‌ ଲିମିଟେଡ୍‌ ପ୍ଲାନ୍‌ ପାଇଁ ଗ୍ରାହକମାନଙ୍କ ଠାରୁ କୌଣସି ଆଇୟୁସି ଚାର୍ଜ ଗ୍ରହଣ କରାଯିବ ନାହିଁ ବୋଲି ଭୋଡା ଫୋନ୍‌ ଆଇଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ଟ୍ୱିଟ୍‌ରେ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅନ୍ୟ ନେଟଓ୍ୱାର୍କକୁ କଲ୍‌ କଲେ ବି ଆଇୟୁସି ଚାର୍ଜ ନିଆଯିବ ନାହିଁ ବୋଲି ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଜିଓ ଅକ୍ଟୋବର ୯ ତାରିଖରେ ଆଇୟୁସିର ଘୋଷଣା କରିଥିଲା । ଅନ୍ୟ ନେଟଓ୍ୱର୍କକୁ କଲ୍‌ କରିବା ପାଇଁ ୧୦ ଟଙ୍କାରୁ ଆରମ୍ଭ ହେଉଥିବା ଟପ୍‌ଅପ୍‌ ପକାଇବା ପାଇଁ ହେବ ବୋଲି ଜିଓ

140 Views

   ସମ୍ବନ୍ଧିତ ଖବର