Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଜିଓକୁ ଟକ୍କର ଦେବା ପାଇଁ ଭୋଡ଼ାଫୋନ୍ ଆଣିଲା ନୂଆ ପ୍ଲାନ୍ : ଜାଣି ହୋଇଯିବେ ଖୁସି

15/10/2019 at 3:34 PM

ନୂଆଦିଲ୍ଲୀ ୧୫/୧୦: ଭାରତର ଦିଗ୍ଗଜ ଟେଲିକମ୍ କମ୍ପାନୀ ଭୋଡ଼ାଫୋନ୍,ଏୟାରଟେଲ୍ ଏବଂ ଜିଓ ଭଳି କମ୍ପାନୀକୁ ଟକ୍କର ଦେବା ପାଇଁ ୬୯ଟଙ୍କାର ପ୍ରିପେଡ ପ୍ଲାନ୍ ରୋଲ୍ ଆଉଟ କରିଛି। ଏହା ପୂର୍ବରୁ କମ୍ପାନୀ ଅଲ୍ ରାଉଣ୍ଡର ପ୍ୟାକ୍ ସିରିଜ ଅନୁସାରେ ୩୫ଟଙ୍କା,୬୫ଟଙ୍କା,୧୪୫ଟଙ୍କା ଏବଂ ୨୪୫ଟଙ୍କାର ରିଚାର୍ଜ ପ୍ୟାକକୁ ଭାରତୀୟ ଟେଲିକମ୍ ବଜାରରେ ଆଣିଥିଲା। ଆସନ୍ତୁ ଜାଣିବା ଭୋଡ଼ାଫୋନର ୬୯ଟଙ୍କାର ପ୍ଲାନରେ କ’ଣ ଖାସ୍ ମିଳିବ।

ଭୋଡ଼ାଫୋନର ଏହି ରିଚାର୍ଜ ପ୍ଲାନକୁ ବିହାର,ତେଲେଙ୍ଗାନା,ଦିଲ୍ଲୀ ଏନସିଆର,ଗୁଜୁରାଟ ଏବଂ କର୍ଣ୍ଣାଟକ ଆଦି ସ୍ଥାନରେ ଆରମ୍ଭ କରିଛି। ଉପଭୋକ୍ତାଙ୍କୁ ଏହି ପ୍ୟାକରେ ୧୫୦ଲୋକାଲ ଏବଂ ଏସଟିଡି ମିନିଟ ସମେତ ୨୫୦ଏମବି ଡାଟା ମିଳିବ। ଏହା ସହିତ ୧୦୦ ଏସଏମଏସ୍ ସୁବିଧା ମିଳିବ। ଏହି ପ୍ୟାକର ବୈଧତା ୨୮ଦିନ ରହିଛି।ଏହି ରିଚାର୍ଜ ପ୍ଲାନର ୟୁଜର ସମୟ ସୀମାକୁ ବଢ଼ାଇ ପାରିବେ। ଏହା ବ୍ୟତୀତ ଗ୍ରାହକ ଭୋଡ଼ା-ଆଇଡିଆର ୩୫ଟଙ୍କା,୬୫ଟଙ୍କା ଏବଂ ୨୪୫ଟଙ୍କାର ପ୍ରିପେଡ ପ୍ଲାନର ଲାଭ ଉଠାଇ ପାରିବେ।

ଭୋଡ଼ା-ଆଇଡିଆର ଗ୍ରାହକଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଟେଲିକମ୍ କମ୍ପାନୀ ଏହା ବିଷୟରେ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛି।



   Related Posts