Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭୋଡାଫୋନର ଜବରଦସ୍ତ ପ୍ଲାନ ! କମ୍‌ ଟଙ୍କାରେ ପ୍ରତିଦିନ ୪ଜିବି ଡାଟା, ୨ମାସ ପର୍ଯ୍ୟନ୍ତ ମାଗଣା କଲ୍

15/01/2020 at 12:18 PM

ନୂଆଦିଲ୍ଲୀ ୧୫।୦୧: ଟେଲିକମ୍‌ କମ୍ପାନୀ ଭୋଡାଫୋନ୍ ନିଜ ଗ୍ରାହକମାନଙ୍କ ପାଇଁ ଏକ ଦମ୍‌ଦାର ଅଫର ଆଣିଛି । କଲ୍ ଓ ଡାଟା ପ୍ୟାକ୍‌ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏହା ଖୁସି ଖବର । ଭୋଡାଫୋନ ନିଜର ଗ୍ରାହକମାନଙ୍କ ପାଇଁ ୨୬୯ଟଙ୍କିଆ ପ୍ଲାନ୍ ଆଣିଛି । ଏହି ପ୍ଲାନ ଦ୍ବାରା ଗ୍ରାହକମାନଙ୍କୁ ୨୨୪ଜିବି ଡାଟା ମିଳିପାରିବ ।

ତେବେ ଆସନ୍ତୁ ଜାଣିବା ଏହି ୨୬୯ପ୍ଲାନ ବିଷୟରେ-

ଭୋଡାଫୋନ୍‌ର ଏହି ପ୍ଲାନ ଦ୍ବାରା ଗ୍ରାହକମାନେ ଯେକୌଣସି ନେଟଓ୍ବାର୍କକୁ ଅନଲିମିଟେଡ୍‌ କଲ୍ କରିପାରିବେ । ପ୍ଲାନର ବୈଧତା ୫୬ଦିନ ମାନେ ପ୍ରାୟ ୨ମାସ ରହିବ । ପ୍ରତିଦିନ ଗ୍ରାହକମାନଙ୍କ ୪ଜିବି ଡାଟା ମିଳିବା ସହ ୬୦୦ଏସ୍ଏମ୍‌ଏସ୍ ମଧ୍ୟ ମିଳୁଛି। ପ୍ଲାନ ଦ୍ବାରା ଗ୍ରାହକମାନଙ୍କୁ ଏକ ଅତିରିକ୍ତ ଲାଭ ମଧ୍ୟ ମିଳୁଛି । ୨୬୯ଟଙ୍କିଆ ପ୍ଲାନରେ Vodafone Play ମାଗଣାରେ ମିଳୁଛି । କିନ୍ତୁ Vodafone Playର ଦାମ୍‌ ବଜାରରେ ୪୯୯ଟଙ୍କା ରହିଛି । ଏହାସହିତ Zee5କୁ ମଧ୍ୟ ମାଗଣାରେ ସବ୍‌ଷ୍କ୍ରିପସନ କରିପାରିବେ । ଯାହାର ଦାମ୍‌ ୯୯୯ଟଙ୍କା ରହିଛି ।

   Related Posts