Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ଭ୍ଲାଦିମିର ପୁଟ୍ଟିନ୍‌ ହେଉଛନ୍ତି ଋଷିଆର ସବୁଠାରୁ ସୁନ୍ଦର ପୁରୁଷ, ୨ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଶୀର୍ଷରେ ଋଷ ରାଷ୍ଟ୍ରପତି

4/04/2021 at 5:07 PM

ନୂଆଦିଲ୍ଲୀ ୦୪/୦୪ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସେକ୍ସିଏଷ୍ଟ୍‌ ପୁରୁଷ ଭାବେ ସର୍ବାଗ୍ରେ ରହିଛନ୍ତି । ପ୍ରାୟ ୨ ହଜାର ଋଷିଆନ୍‌ ପୁରୁଷ ଏବଂ ମହିଳା ପ୍ରତିଯୋଗୀଙ୍କୁ ନେଇ କରାଯାଇଥିବା ଭୋଟିଂରେ କ୍ରେମ୍‌ଲିନ୍‌ ଲିଡର ଭ୍ଲାଡିମିର ପୁଟିନଙ୍କୁ ସର୍ବାଧିକ ଭୋଟ ମିଳିଛି । ଏହା ସହିତ ପୁଟିନ୍‌ ଋଷିଆର ସବୁଠାରୁ ସୁନ୍ଦର ବ୍ୟକ୍ତି ହୋଇଯାଇଛନ୍ତି ।

A survey of 2,000 Russian men and women found that the Kremlin leader is Russia's is the most good looking man in the country

ସୂଚନା ଅନୁସାରେ, ଋଷିଆର ସବୁଠାରୁ ସୁନ୍ଦର ବ୍ୟକ୍ତି କିଏ ସେ ନେଇ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ଭାଗ ନେଇଥିଲେ ପ୍ରାୟ ୨ ହଜାର ପୁରୁଷ ଏବଂ ମହିଳା । ତେବେ ଭୋଟିଂରେ ଋଷିଆର ୧୮ ପ୍ରତିଶତ ପୁରୁଷ ଏବଂ ୧୭ ପ୍ରତିଶତ ମହିଳା ପୁଟ୍ଟିନ୍‌ଙ୍କୁ ଭୋଟ ଦେଇଥିଲେ । ଏହି ସର୍ଭେ​‌ରେ ଅନେକ ଅଭିନେତା, କ୍ରୀଡାବିତ ଏବଂ ରାଜନେତାମାନେ ଭାଗ ନେଇଥିଲେ ସୁଦ୍ଧା କେହି ଜଣେ ମଧ୍ୟ ପୁଟ୍ଟିନ୍‌ଙ୍କୁ ସମକକ୍ଷ ହୋଇପାରିନଥିଲେ ।

When asked who the most attractive man in the country was, 18 per cent of men and 17 per cent of women voted for Putin

ଭ୍ଲାଦିମିର ପୁଟ୍ଟିନ୍‌ କିଛି ଦିନ ପୂର୍ବେ ଖୋଲା ଶରୀରରେ ଘୋଡା ଉପରେ ବସିବା ,ମାଛ ଧରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୁଟ୍ଟିନ୍‌ଙ୍କ ଖୋଲା ଶରୀର ଫଟୋଗୁଡିକୁ ଖୁବ ପସନ୍ଦ କରିଥିଲେ ୟୁଜର । ଋଷିଆର ପ୍ରାୟ ୩୦୦ ସହରରେ ହୋଇଥିବା ଏହି ଭୋଟିଂ ପ୍ରକ୍ରିୟାରେ ହଜାରେ ପୁରୁଷ ଏବଂ ହଜାରେ ମହିଳା ଭାଗ ନେଇଥିଲେ । ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଜାରି ରହିଥିବା ଭୋଟିଂ ପ୍ରକ୍ରିୟାରେ ପୁଟ୍ଟିନ୍‌ ଶୀର୍ଷରେ ରହିଛନ୍ତି ।

Russian President Vladimir Putin, the man who was famously pictured topless whilst riding on horseback and fishing, has been voted as the country's sexiest male

   Related Posts