Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପତ୍ନୀଙ୍କ ସାଙ୍ଗରେ ନୌକା ଉପରେ ନଜର ଆସିଲେ ବିରାଟ, ସାଙ୍ଗରେ ଥିଲେ ସାଥୀ ଖେଳାଳି, ଅନୁଷ୍କାଙ୍କ ଏହି ଫଟୋ ହେଲା ଭାଇରାଲ, ଦେଖନ୍ତୁ

27/08/2019 at 7:22 PM

କାନପୁର୨୭|୮: ଓ୍ବେଷ୍ଟଇଣ୍ଡିଜରେ ଖେଳା ଯାଇଥିବା ତିନୋଟି ଫର୍ମାଟରେ ଟିମ ଇଣ୍ଡିଆ ଭଲ ଖେଳ ପ୍ରଦର୍ଶନ କରିଥିଲା।ଆଗାମୀ ଟେଷ୍ଟ ମ୍ୟାଚ ଅଗଷ୍ଟ ୩୦ ତାରିଖରେ ଭାରତରେ ଖେଳାଯିବ। ଅଭ୍ୟାସ ଜାରି ରଖିବା ବଦଳରେ ଭାରତୀୟ ଟିମର କେତେଜଣ ଖେଳାଳି ଓ ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନୌକାରେ ମଜାମସ୍ତି କରିବାର ନଜର ଆସିଛନ୍ତି । ନୌକାରେ କରୁଥିବା ମଜାମସ୍ତିର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

View this post on Instagram

Endless blues 🌊💙

A post shared by KL Rahul👑 (@rahulkl) on

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହିଲିଙ୍କ ପିଚ୍ଛା ଛାଡ଼ୁ ନାହାନ୍ତି। ବିରାଟ ଯେଉଁ ଦେଶକୁ ଗସ୍ତ କରନ୍ତି ତାଙ୍କ ସାଙ୍ଗ​‌ରେ ଅନୁଷ୍କା ମଧ୍ୟ ଯାଇଥାନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ ବିରାଟଙ୍କ ସହ ଅନୁଷ୍କା ଯାଇଥିଲେ। ନୌକାରେ ମଜାମସ୍ତି କରିବା ସମୟରେ ଅନୁଷ୍କାଙ୍କ ଗୋଟେ ଫଟୋ ସୋସିଆଲ ମିଡିଆ​‌ରେ ଭାଇରାଲ ହେଉଛି। ଯେଉଁଥିରେ କମଳା ରଙ୍ଗର ବିକିନି ପିନ୍ଧଛନ୍ତି ଅନୁଷ୍କା। ଏହି ଫଟୋଟିକୁ ନିଜ ଇନଷ୍ଟାଗ୍ରାମ ପେଜରେ ସେ ପୋଷ୍ଟ କରିଛନ୍ତି।

ମଜା ମସ୍ତି ସମୟରେ ଭାରତୀୟ କ୍ରିକେଟ ଟିମର ଖେଳାଳୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଶପ୍ରୀତ ବୁମରାହ ଓ ବିରାଟ କୋହଲି ବିନା ସାର୍ଟରେ ପାଣି ଭିତରେ ଫଟୋ ସୁଟ୍‌ ପାଇଁ ପୋଜ୍ ଦେଉଛନ୍ତି। ଉଭୟଙ୍କ ଫଟୋରେ ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହ ଲେଖିଛନ୍ତି, ତା’ହେଲେ ଏହା ହେଉଛି ଫିଟ୍‌ନେସ ଆଇଡ୍‌ଲ’। କୋହିଲିଙ୍କୁ ଭାରତୀୟ ଟିମର ସବୁଠାରୁ ଫିଟ୍‌ନେସ ଖେଳାଳି କୁହାଯାଏ।

   Related Posts