Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

୨୦୦୮ ୱାଲର୍ଡ କପ୍‌ର ହିରୋ ଥିଲେ ଏହି ଖେଳାଳୀ, ଏବେ ରାସ୍ତା କଡରେ ବିକୁଛନ୍ତି ଛୋଲେ ଭଟୁରେ

26/07/2019 at 5:16 PM

ମୁମ୍ବାଇ ୨୬|୭: ୨୦୦୮ ୱାଲର୍ଡ କପ୍‌ରେ ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିବା ସହ   ହିରୋ ଥିଲେ କହିଲେ ଭୁଲ ହେବନି । କିନ୍ତୁ ସେହି ଖେଳାଳି ଆଜି ରାସ୍ତା କଡରେ ଛୋଲେ ଭଟୁରେ ବିକ୍ରି କରୁଛନ୍ତି। ଏହା ବିଶାସ ଲାଗୁନଥିଲେ ମଧ୍ୟ ସତ ।

୨୦୦୮ ବିଶ୍ବକପ୍‌ରେ ସଫଳତା ହାସଲ କରିବାରେ ମୁଖ୍ୟ ଭୂମିକା ଥିଲ଼ା ଭାରତୀୟ ଟିମ୍‌ର ଏହି କ୍ରିକେଟ୍‌ ତାରକାଙ୍କର । ଏବେ ସେ ନିଜ ଘର ଚଳାଇବା ପାଇଁ ରାସ୍ତା କଡରେ ଖାଇବା ବିକ୍ରି କରୁଛନ୍ତି। ଏହି ଖେଳାଳୀ ହେଉଛନ୍ତି  ପୈରୀ ଗୋୟଲ।୧୯ ବର୍ଷରୁ କମ  ୨୦୦୮ ବିଶ୍ବକପ୍‌ ତାଙ୍କୁ ଜଣେ ହିରୋର ପରିଚୟ ଦେଇଥିଲା।

କ୍ୟାପ୍‌ଟେନ୍‌ ବିରାଟ କୋହଲୀଙ୍କର ଖାସ ମିତ୍ର ଥିଲେ ପୈରୀ। ଖରାପ ଫର୍ମ ଯୋଗୁଁ ସେ ଧିରେ ଧିରେ ଗ୍ରାଉଣ୍ଡରୁ ଦୂରାଇଲେ। ତାଙ୍କ ଭଳି ଏମିତି ଅନେକ ଅଣ୍ଡର -୧୯ ଖେଳାଳୀ ଅଛନ୍ତି ଯିଏ କ୍ରିକେଟ ଜଗତରୁ ଦୂରେଇ ଯାଇଛନ୍ତି।     

   Related Posts