୨୦୦୮ ୱାଲର୍ଡ କପ୍‌ର ହିରୋ ଥିଲେ ଏହି ଖେଳାଳୀ, ଏବେ ରାସ୍ତା କଡରେ ବିକୁଛନ୍ତି ଛୋଲେ ଭଟୁରେ

Published By : Prameya-News7 Bureau | July 26, 2019 IST

ମୁମ୍ବାଇ ୨୬|୭: ୨୦୦୮ ୱାଲର୍ଡ କପ୍‌ରେ ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିବା ସହ   ହିରୋ ଥିଲେ କହିଲେ ଭୁଲ ହେବନି । କିନ୍ତୁ ସେହି ଖେଳାଳି ଆଜି ରାସ୍ତା କଡରେ ଛୋଲେ ଭଟୁରେ ବିକ୍ରି କରୁଛନ୍ତି। ଏହା ବିଶାସ ଲାଗୁନଥିଲେ ମଧ୍ୟ ସତ ।

{"id":137604}

୨୦୦୮ ବିଶ୍ବକପ୍‌ରେ ସଫଳତା ହାସଲ କରିବାରେ ମୁଖ୍ୟ ଭୂମିକା ଥିଲ଼ା ଭାରତୀୟ ଟିମ୍‌ର ଏହି କ୍ରିକେଟ୍‌ ତାରକାଙ୍କର । ଏବେ ସେ ନିଜ ଘର ଚଳାଇବା ପାଇଁ ରାସ୍ତା କଡରେ ଖାଇବା ବିକ୍ରି କରୁଛନ୍ତି। ଏହି ଖେଳାଳୀ ହେଉଛନ୍ତି  ପୈରୀ ଗୋୟଲ।୧୯ ବର୍ଷରୁ କମ  ୨୦୦୮ ବିଶ୍ବକପ୍‌ ତାଙ୍କୁ ଜଣେ ହିରୋର ପରିଚୟ ଦେଇଥିଲା।

{"id":137605}

କ୍ୟାପ୍‌ଟେନ୍‌ ବିରାଟ କୋହଲୀଙ୍କର ଖାସ ମିତ୍ର ଥିଲେ ପୈରୀ। ଖରାପ ଫର୍ମ ଯୋଗୁଁ ସେ ଧିରେ ଧିରେ ଗ୍ରାଉଣ୍ଡରୁ ଦୂରାଇଲେ। ତାଙ୍କ ଭଳି ଏମିତି ଅନେକ ଅଣ୍ଡର -୧୯ ଖେଳାଳୀ ଅଛନ୍ତି ଯିଏ କ୍ରିକେଟ ଜଗତରୁ ଦୂରେଇ ଯାଇଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.