ଟ୍ରାଫିକ୍ ଚାଲାଣ କାଟିବା ପରେ ବିରାଟଙ୍କର ଏହି ଅବସ୍ଥା! ଭାରତୀୟ ଦଳର ଅଧିନାୟକଙ୍କ ମଜା ଉଡ଼ାଇଲେ ୟୁଜର୍ସ…

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ୫|୯: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ନିଜ ଟୁଇଟର ଆକାଉଣ୍ଟରେ ଏକ ସାର୍ଟଲେସ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସମାନେ ତାଙ୍କର ମଜାକ୍ ଉଡାଛନ୍ତି। ଦେଶରେ ନୂଆ ଟ୍ରାଫିକ ରୁଲ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିରାଟ ଠିକ୍‌ ଏହି ସମୟ​‌ରେ ଟୁଇଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ନୂଆ ଟ୍ରାଫିକ୍‌ ନିୟମକୁ ନେଇ ୟୁଜର୍ସମାନେ ବିରାଟଙ୍କ ଫଟୋକୁ ନେଇ ଧୁମ୍ ମଜା ଉଡାଇଛନ୍ତି।

wp:core-embed/twitter {"url":"https://twitter.com/Being_Humor/status/1169542509753700352","type":"rich","providerNameSlug":"twitter","className":""}
https://twitter.com/Being_Humor/status/1169542509753700352
/wp:core-embed/twitter

କୋହଲି ଫଟୋ ପୋଷ୍ଟକରି ଲେଖିଛନ୍ତି, ଯଦି ନିଜ ଭିତରେ ଶକ୍ତି ଅଛି ତେବେ ଖୋଜିବାର କିଛି ଆବଶ୍ୟକତା  ନାହିଁ।

wp:core-embed/twitter {"url":"https://twitter.com/erbmjha/status/1169545581636702208","type":"rich","providerNameSlug":"twitter","className":""}
https://twitter.com/erbmjha/status/1169545581636702208
/wp:core-embed/twitter

ଏହାପରେ ଗୋଟେ ପରେ ଗୋଟେ କମେଣ୍ଟ ବିରାଟଙ୍କ ଆକାଉଣ୍ଟକୁ ଆସିବାରେ ଲାଗିଥିଲା।

wp:core-embed/twitter {"url":"https://twitter.com/imHarshThakur7/status/1169546727143002113","type":"rich","providerNameSlug":"twitter","className":""}
https://twitter.com/imHarshThakur7/status/1169546727143002113
/wp:core-embed/twitter

ଜଣେ  ୟୁଜର୍ସ ଟ୍ବିଟକରି ଲେଖିଥିଲେ ଯେ, ବିରାଟଙ୍କ ଫଟୋ ସୁଟ୍‌ କରାଯାଇ ନାହିଁ ବରଂ ଚିକୁ ଟ୍ରାଫିକ୍‌ ଚାଲାଣ କାଟିଛନ୍ତି ।ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଟ୍ରାଫିକ୍ ନିୟମ ଉଲଂଘନ କରିବା ପରେ ବିରାଟ ଚାଲାଣ କାଟିଛନ୍ତି।

wp:core-embed/twitter {"url":"https://twitter.com/RoflGandhi_/status/1169547104143826944","type":"rich","providerNameSlug":"twitter","className":""}
https://twitter.com/RoflGandhi_/status/1169547104143826944
/wp:core-embed/twitter

ସେହିପରି ଆଉ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଫଟୋକୁ ଦେଖି କହିହେବ ଯେ ବିରାଟ କେତେ ଟଙ୍କାର ଟ୍ରାଫିକ୍ ଚାଲାଣ କଟିଛନ୍ତି।

wp:core-embed/twitter {"url":"https://twitter.com/iJainPratik/status/1169558736639123456","type":"rich","providerNameSlug":"twitter","className":""}
https://twitter.com/iJainPratik/status/1169558736639123456
/wp:core-embed/twitter

ବିଶ୍ବର ସବୁଠାରୁ ଧନୀ କ୍ରିକେଟର ପାଖରୁ ଟ୍ରାଫିକ୍ ଚାଲାଣ କାଟିବା ପରେ ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି। ବିରାଟଙ୍କ ଟ୍ବିଟରେ କମେଣ୍ଟକରି ୟୁଜର୍ସମାନେ ତାଙ୍କ ମଜା ଉଡ଼ାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.