Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଟ୍ରାଫିକ୍ ଚାଲାଣ କାଟିବା ପରେ ବିରାଟଙ୍କର ଏହି ଅବସ୍ଥା! ଭାରତୀୟ ଦଳର ଅଧିନାୟକଙ୍କ ମଜା ଉଡ଼ାଇଲେ ୟୁଜର୍ସ…

5/09/2019 at 8:16 PM

ନୂଆଦିଲ୍ଲୀ୫|୯: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ନିଜ ଟୁଇଟର ଆକାଉଣ୍ଟରେ ଏକ ସାର୍ଟଲେସ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସମାନେ ତାଙ୍କର ମଜାକ୍ ଉଡାଛନ୍ତି। ଦେଶରେ ନୂଆ ଟ୍ରାଫିକ ରୁଲ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିରାଟ ଠିକ୍‌ ଏହି ସମୟ​‌ରେ ଟୁଇଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ନୂଆ ଟ୍ରାଫିକ୍‌ ନିୟମକୁ ନେଇ ୟୁଜର୍ସମାନେ ବିରାଟଙ୍କ ଫଟୋକୁ ନେଇ ଧୁମ୍ ମଜା ଉଡାଇଛନ୍ତି।

କୋହଲି ଫଟୋ ପୋଷ୍ଟକରି ଲେଖିଛନ୍ତି, ଯଦି ନିଜ ଭିତରେ ଶକ୍ତି ଅଛି ତେବେ ଖୋଜିବାର କିଛି ଆବଶ୍ୟକତା  ନାହିଁ।

ଏହାପରେ ଗୋଟେ ପରେ ଗୋଟେ କମେଣ୍ଟ ବିରାଟଙ୍କ ଆକାଉଣ୍ଟକୁ ଆସିବାରେ ଲାଗିଥିଲା।

ଜଣେ  ୟୁଜର୍ସ ଟ୍ବିଟକରି ଲେଖିଥିଲେ ଯେ, ବିରାଟଙ୍କ ଫଟୋ ସୁଟ୍‌ କରାଯାଇ ନାହିଁ ବରଂ ଚିକୁ ଟ୍ରାଫିକ୍‌ ଚାଲାଣ କାଟିଛନ୍ତି ।ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଟ୍ରାଫିକ୍ ନିୟମ ଉଲଂଘନ କରିବା ପରେ ବିରାଟ ଚାଲାଣ କାଟିଛନ୍ତି।

ସେହିପରି ଆଉ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଫଟୋକୁ ଦେଖି କହିହେବ ଯେ ବିରାଟ କେତେ ଟଙ୍କାର ଟ୍ରାଫିକ୍ ଚାଲାଣ କଟିଛନ୍ତି।

ବିଶ୍ବର ସବୁଠାରୁ ଧନୀ କ୍ରିକେଟର ପାଖରୁ ଟ୍ରାଫିକ୍ ଚାଲାଣ କାଟିବା ପରେ ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି। ବିରାଟଙ୍କ ଟ୍ବିଟରେ କମେଣ୍ଟକରି ୟୁଜର୍ସମାନେ ତାଙ୍କ ମଜା ଉଡ଼ାଇଛନ୍ତି।

   Related Posts