ଓ୍ବେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କୁ ଏକାଠି ଦେଖିବାକୁ ମିଲିଲା ମିଆଁମିରେ

Published By : Prameya-News7 Bureau | August 01, 2019 IST

ମିୟାମି୧|୮: ଟି-୨୦ ସିରିଜ୍ ମ୍ୟାଚ ଖେଳି ହେବା ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କୁ ଓ୍ବେଷ୍ଟଇଣ୍ଡିଜ​‌ ମିଆଁମିର ଏକ ରେସ୍ତୋରାଣ୍ଟରେ ଏକାଠି ଦେଖିବାକୁ ମିଳିଛି।  ରେସ୍ତୋରାଣ୍ଟରେ ବିରାଟ ତାଙ୍କ ପ୍ରଶଂସକ ସହ ଉଠାଯାଇଥିବା ଫଟୋଗୁଡିକକୁ ଅନୁଷ୍କା ନିଜ ଟ୍ବିଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

wp:core-embed/twitter {"url":"https://twitter.com/AnushkaNews/status/1156593096941023232","type":"rich","providerNameSlug":"twitter","className":""}
https://twitter.com/AnushkaNews/status/1156593096941023232
/wp:core-embed/twitter

ବିଶ୍ବକପ ଖେଳ ସମୟରେ ଇଂଲଣ୍ଡରେ ଅନୁଷ୍କା ଓ ବିରାଟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପୁଣି ଓ୍ବେଷ୍ଟଇଣ୍ଡିଜର ମିୟାମି ରେସ୍ତୋରାଣ୍ଟରେ ବିରାଟଙ୍କ ସହ ଅନୁଷ୍କାଙ୍କୁ ଏକାଠି ଦେଖିବାକୁ ମିଳିଛି।  ଅଗଷ୍ଟ ୩ ତାରିଖରେ ପ୍ରଥମ ଟି-୨୦ ମ୍ୟାଚ ଫ୍ଲୋରିଡାରେ ଖେଳା ଯିବ। ତେବେ ଖେଳ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଭିତରେ ବିବାଦ ଲାଗି ରହିଥିଲା। ଏସବୁ ଭିତରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇସାରିଛି।

wp:core-embed/twitter {"url":"https://twitter.com/AnushkaNews/status/1156589815757979648","type":"rich","providerNameSlug":"twitter","className":""}
https://twitter.com/AnushkaNews/status/1156589815757979648
/wp:core-embed/twitter

ମୁମ୍ବାଇରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଥିଲେ ଯେ, ଟିମ ଇଣ୍ଡିଆର ଖେଳାଳିଙ୍କୁ ନେଇ ମିଡିଆରେ ଲାଗି ରହିଥିବା ଚର୍ଚ୍ଚାର କୌଣସି ସତ୍ୟତା ନାହିଁ।  ଆଗାମୀ ଦିନରେ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଖେଳରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ବିରାଟ କହିଥିଲେ।

wp:core-embed/twitter {"url":"https://twitter.com/AnushkaNews/status/1156813779872681990","type":"rich","providerNameSlug":"twitter","className":""}
https://twitter.com/AnushkaNews/status/1156813779872681990
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.