Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||

ଓ୍ବେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କୁ ଏକାଠି ଦେଖିବାକୁ ମିଲିଲା ମିଆଁମିରେ

1/08/2019 at 4:12 PM

ମିୟାମି୧|୮: ଟି-୨୦ ସିରିଜ୍ ମ୍ୟାଚ ଖେଳି ହେବା ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କୁ ଓ୍ବେଷ୍ଟଇଣ୍ଡିଜ​‌ ମିଆଁମିର ଏକ ରେସ୍ତୋରାଣ୍ଟରେ ଏକାଠି ଦେଖିବାକୁ ମିଳିଛି।  ରେସ୍ତୋରାଣ୍ଟରେ ବିରାଟ ତାଙ୍କ ପ୍ରଶଂସକ ସହ ଉଠାଯାଇଥିବା ଫଟୋଗୁଡିକକୁ ଅନୁଷ୍କା ନିଜ ଟ୍ବିଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ବିଶ୍ବକପ ଖେଳ ସମୟରେ ଇଂଲଣ୍ଡରେ ଅନୁଷ୍କା ଓ ବିରାଟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପୁଣି ଓ୍ବେଷ୍ଟଇଣ୍ଡିଜର ମିୟାମି ରେସ୍ତୋରାଣ୍ଟରେ ବିରାଟଙ୍କ ସହ ଅନୁଷ୍କାଙ୍କୁ ଏକାଠି ଦେଖିବାକୁ ମିଳିଛି।  ଅଗଷ୍ଟ ୩ ତାରିଖରେ ପ୍ରଥମ ଟି-୨୦ ମ୍ୟାଚ ଫ୍ଲୋରିଡାରେ ଖେଳା ଯିବ। ତେବେ ଖେଳ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଭିତରେ ବିବାଦ ଲାଗି ରହିଥିଲା। ଏସବୁ ଭିତରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇସାରିଛି।

ମୁମ୍ବାଇରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଥିଲେ ଯେ, ଟିମ ଇଣ୍ଡିଆର ଖେଳାଳିଙ୍କୁ ନେଇ ମିଡିଆରେ ଲାଗି ରହିଥିବା ଚର୍ଚ୍ଚାର କୌଣସି ସତ୍ୟତା ନାହିଁ।  ଆଗାମୀ ଦିନରେ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଖେଳରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ବିରାଟ କହିଥିଲେ।

   Related Posts