Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୩୫ ହଜାରର Gucci ବେଲ୍କକୁ ସ୍କୁଲ ବେଲ୍ଟ କହିଲେ ମାଆ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, ପସନ୍ଦ କରୁଛନ୍ତି ୟୁଜର୍ସ

15/06/2021 at 2:50 PM

ନୂଆଦିଲ୍ଲୀ ୧୫/୬ : ଆମେ ସମସ୍ତେ ବ୍ରାଣ୍ଡେଡ୍ ଜିନିଷ ନେବାକୁ ପସନ୍ଦ କରୁ । କିନ୍ତୁ ବ୍ରାଣ୍ଡେଡ୍ ସାମଗ୍ରୀର ମୂଲ୍ୟ ଅଣ ବ୍ରାଣ୍ଡେଡ୍ ଜିନିଷ ଅପେକ୍ଷା ବହୁତ ଅଧିକ । ଏହି କାରଣରୁ ଆମେ ବେଳେବେଳେ ଆମ ପିତାମାତାଙ୍କ ଦ୍ୱାରା ଗାଳିଗୁଲଜ ଖାଇଥାଉ । ସୋସିଆଲ ମିଡିଆରେ ଏହିପରି ଗୋଟିଏ ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଇନଷ୍ଟାରେ ଜଣେ ୟୁଜର ଏହାକୁ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମାଆ ଅନିତା ଗୁପ୍ତା ତାଙ୍କର ଝିଅ ଚବ୍ବୀ କିଣିଥିବା ବେଲ୍ଟର ଦାମ ଶୁଣି ତାଜୁବ ହୋଇଯାଉଛନ୍ତି ।

ମା ଝିଅକୁ ପଚାରିଥିଲେ ବେଲ୍ଟର ମୂଲ୍ୟ, ଏହାର ଉତ୍ତରରେ ଝିଅ କହିଥିଲେ ବେଲ୍ଟର ମୂଲ୍ୟ ହେଉଛି 35 ହଜାର ଟଙ୍କା । ଯାହା ଶୁଣି ମା ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କେବଳ ସେତିକି ନୁହେଁ ସେ ଦାମ୍ ଶୁଣି ରାଗି ବି ଯାଉଛନ୍ତି । ଆଉ ଉତ୍ତରରେ ମାଆ ବେଲ୍ଟକୁ ସାଧାରଣ ସ୍କୁଲ ବେଲ୍ଟ ସହିତ ତୁଳନା କରୁଛନ୍ତି । ଏହାସହ ସେ ତାଙ୍କ ପୁଅକୁ ଡାକି କୁହନ୍ତି ଯେ, ଏହି ବେଲ୍ଟଟି ଡିପିଏସ୍ ସ୍କୁଲ ବେଲ୍ଟ ପରି ଦେଖାଯାଉଛି ।

ତା’ପରେ ଭିଡିଓରେ, ତିନିଜଣ ଲୋକ ବହୁତ ହସୁଥିବା ନଜର ଆସିଛନ୍ତି । ଯାହାକୁ ଇନଷ୍ଟାରେ ଭାଇରାଲ କରାଯାଇଛି । ତେବେ ଭାଇରାଲ ହେବା ପରେ ୟୁଜର୍ସମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । କେହି କେହି ଦେଖିବା ପରେ ନିଜର ହସକୁ କଣ୍ଟ୍ରୋଲ କରିପାରନାହାନ୍ତି ।

   Related Posts