Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସେଲ୍ଫି ନିଶାରେ ପାଗଳ ଯୁବତୀ, ଜଳପ୍ରପାତ ଗଣ୍ଡରେ ଖସି ପଡ଼ିଲେ, ଭାଇରାଲ୍‌ ହେଉଛି ଭିଡିଓ

5/07/2021 at 10:21 PM

ଆଜିକାଲି ଅଧକାଂଶ ଲୋକଙ୍କ ମୁଣ୍ଡରେ ସେଲଫି ଭୂତ ପଶିଥିବାର ଦେଖିବାକୁ ମିଳୁଛି । ସେଲଫି ନେବା ପାଇଁ କିଏ ଗଛରେ ଚଢ଼ିଲାଣି ତ ଆଉ କିଏ ପାଣିରେ ବୁଡ଼ି ଗଲାଣି । କିଏ କିଏ ଜୀବନ ବାଜି ଲଗାଇ ଦେଉଛନ୍ତି । ସେଲଫି ପାଇଁ କେତେଜଣଙ୍କର ଜୀବନ ଗଲାଣି । ତଥାପି ଲୋକମାନେ ଏଥିପାଇଁ ସଚେତନ ହେଉ ନାହାନ୍ତି । ସେଲ୍ଫି ପାଇଁ କିଏ କେତେ ପ୍ରକାର ଉପାୟ ଆପଣଉଛନ୍ତି ।

ଏବେ ଏହାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ।ଯେଉଁଥିରେ କିଛି ମହିଳା ଏକ ବୋଟ୍‌ର ଅଗରେ ବସିଛନ୍ତି ଏବଂ ଏକ ଜଳପ୍ରପାତର ଅଗକୁ ଯାଉଛନ୍ତି । ଏହି ସମୟରେ ବୋଟ୍‌ର ଆଗ ଅଂଶ ମାଡ ହେବାରୁ ଏଥିରେ ସାମ୍ନାରେ ବସିଥିବା ମହିଳାମାନେ ଗଣ୍ଡ ଭିତରେ ଖସି ପଡିଥିବା ଦେଖିବା ପାଇଁ ମିଳିଥିଲା । ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଏଥିପାଇଁ ସେମାନେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ।

ଏହା ପରେ ବୋଟ୍‌ରେ ଥିବା ଅନ୍ୟମାନେ ତୁରନ୍ତ ମହିଳାମାନଙ୍କୁପାଣିରୁ ଉଦ୍ଧାର କରିଥିଲେ । ଏଥିରେ କାହାର କିଛି କ୍ଷତି ହୋଇ ନାହିଁ । ମାତ୍ର ଏପରି କଲେ ଅନ୍ୟମାନେ କୌଣସି ଅଘଟଣର ଶିକାର ହୋଇପାରନ୍ତି । ଯାହା ହେଉ ଅନ୍ୟମାନଙ୍କୁ ଏହା ଏକ ଶିକ୍ଷା ଦେଇଛି । ବିପଦଜ୍ଜନକ ଭାବେ କେହି ଏପରି କରନ୍ତୁ ନାହିଁ । ସେଲଫି ଜୀବନ ଠାରୁ ବଡ ନୁହେଁ । ଜୀବନ ଥିଲେ ଅନେକ ସେଲଫି ନେଇ ପାରିବେ ।

   Related Posts