Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଏହି ବଲିଉଡ଼ ଷ୍ଟାରଙ୍କ ଫଟୋ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ, ବିବାହ କରିବେ କି ଏହି ଦୁଇ ଷ୍ଟାର

27/03/2019 at 6:47 PM

ସୋସିଆଲ ମିଡ଼ିଆରେ ଅନେକ ସମୟରେ ବଲିଉଡ଼ ଷ୍ଟାରଙ୍କ ଫଟୋ ଭାଇରାଲ ହେବା ସେମିତି କିଛି ବଡ଼ କଥା ନୁହେଁ । ଆଜି ଆମେ ଯେଉଁ ବଲିଉଡ଼ ଷ୍ଟାରଙ୍କ ବାବଦରେ କହିବୁ , ଏ ଫଟୋ ଭାଇରାଲ ହେବା ଟିକେ ଭିନ୍ନକଥା ।

ବଲିଉଡ଼ର ପ୍ରଖ୍ୟାତ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକରଙ୍କ ବେଳଭୂମିରେ ଯେଉଁ ଫଟୋ ହୋଇଛି ଭାଇରାଲ, ସବୁଆଡ଼େ ଚାଲିଛି ଚର୍ଚ୍ଚା ।

ଭାଇରାଲ ହେଉଥିବା ଏହି ଫଟୋରେ ଫରହାନ ଟ୍ରାଉଜର ପିନ୍ଧିଥିବାବେଳେ ଶିବାନୀ  ନ୍ୟୁଡ଼ ଅବସ୍ଥାରେ ଦେଖିବାକୁ ମିଳିଛି ।

ଏହି ଫଟୋରୁ ଯାହା ଜଣାପଡ଼ୁଛି ନିକଟରେ ଫରହାନ ଓ ଶୀବାନୀଙ୍କ ମଧ୍ୟରେ ବିବାହ କରିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଠିକ ହୋଇପାରେ ବୋଲି କେହି କେହି କହୁଛନ୍ତି । କାରଣ ରିଲ ଲାଇଫ ଅପେକ୍ଷା ରିୟଲ ଲାଇଫରେ ଏତେ ବୋଲ୍ଡ଼ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ନେଇ ଚାଲିଛି ଚର୍ଚ୍ଚା ।

ଫରହାନଙ୍କ ଆଗାମୀ ସିନେମା  ଦି ସ୍କାଇ ଇଜ ପିଙ୍କ୍ ନିକଟରେ ରିଲିଜ ହେବାକୁ ଯାଉଛି । ଏଥିରେ ତାଙ୍କର ବିପକ୍ଷ ନାୟିକା ପ୍ରିୟଙ୍କା ଚୋପ୍ରା ଅଭିନୟ କରିଛନ୍ତି ।

   Related Posts