Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା: ବିୟର ସହ ସିଗାରେଟ୍‌ ଟାଣି ଧୂଆଁ ଛାଡିବା ଫଟୋ ଭାଇରାଲ

9/10/2020 at 9:48 AM

ଭୁବନେଶ୍ବର୩/୧୦: ଅଧିକାଂଶ ସମୟରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ହୋଇଥାଏ। ​‌ସେଥିପାଇଁ ରାଣୀଙ୍କୁ ବିବାଦୀୟ ଅଭିନେତ୍ରୀର ଆଖ୍ୟା​‌ ଦିଆଯାଇଛି।

ବର୍ତ୍ତମାନ କିନ୍ତୁ ରାଣୀ ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଗାଡି ଉପରେ ବସିଛନ୍ତି ବିୟର ସହ ସିଗାରେଟ୍ ପିଉଛନ୍ତି।ପୁଣି ବିଭିନ୍ନ ରଙ୍ଗଭଙ୍ଗୀରେ ଫଟୋ ଉଠାଇଛନ୍ତି।

ନିକଟରେ ବହୁତ ଭଲ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ରାଣୀଙ୍କର କି ପ୍ରକାର ହରକତ। କରୋନା ହେଉ କି ବନ୍ୟା, ସବୁ ସମୟରେ ଯିଏ ଲୋକମାନଙ୍କୁ ଉଣା ଅଧିକେ ସାହାଯ୍ୟ କରିଥାଆନ୍ତି, ତାଙ୍କର ଏ କେଉଁ ପ୍ରକାର ଫଟୋ।

ପ୍ରକୃତ କଥା ହେଲା ଆଗାମୀ ଦୁର୍ଗାପୂଜା ପାଇଁ ରାଣୀ ଫଟୋ ସୁଟ୍ କରୁଛନ୍ତି। ଫଟୋ ସୁଟ୍ କରିବା ସମୟରେ ରାଣୀ ଏଭଳି ଫଟୋ ଉଠାଇଥିଲେ।

ରାଣୀ ଖାଲି ସେହିଭଳି ଫଟୋ ନୁହେଁ, ମାଆ ଦୁର୍ଗାଙ୍କ ବେଶରେ ମଧ୍ୟ ରାଣୀ ଫଟୋ ଉଠାଇଛନ୍ତି।

ଯେଉଁ ଫଟୋ ଗୁଡିକୁ ରାଣୀ ନିଜ ସୋସିଆଲ ମିଡିଆ​‌ରେ ପେଜ୍‌ରେ ସେୟାର କରିଛନ୍ତି।

   Related Posts