ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା: ବିୟର ସହ ସିଗାରେଟ୍‌ ଟାଣି ଧୂଆଁ ଛାଡିବା ଫଟୋ ଭାଇରାଲ

Published By : Prameya-News7 Bureau | October 09, 2020 IST

ଭୁବନେଶ୍ବର୩/୧୦: ଅଧିକାଂଶ ସମୟରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ହୋଇଥାଏ। ​‌ସେଥିପାଇଁ ରାଣୀଙ୍କୁ ବିବାଦୀୟ ଅଭିନେତ୍ରୀର ଆଖ୍ୟା​‌ ଦିଆଯାଇଛି।

{"id":340934,"width":562,"height":1020,"sizeSlug":"large"}

ବର୍ତ୍ତମାନ କିନ୍ତୁ ରାଣୀ ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଗାଡି ଉପରେ ବସିଛନ୍ତି ବିୟର ସହ ସିଗାରେଟ୍ ପିଉଛନ୍ତି।ପୁଣି ବିଭିନ୍ନ ରଙ୍ଗଭଙ୍ଗୀରେ ଫଟୋ ଉଠାଇଛନ୍ତି।

{"id":340935,"width":582,"height":1051,"sizeSlug":"large"}

ନିକଟରେ ବହୁତ ଭଲ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ରାଣୀଙ୍କର କି ପ୍ରକାର ହରକତ। କରୋନା ହେଉ କି ବନ୍ୟା, ସବୁ ସମୟରେ ଯିଏ ଲୋକମାନଙ୍କୁ ଉଣା ଅଧିକେ ସାହାଯ୍ୟ କରିଥାଆନ୍ତି, ତାଙ୍କର ଏ କେଉଁ ପ୍ରକାର ଫଟୋ।

{"id":340936,"width":450,"height":1000,"sizeSlug":"large"}

ପ୍ରକୃତ କଥା ହେଲା ଆଗାମୀ ଦୁର୍ଗାପୂଜା ପାଇଁ ରାଣୀ ଫଟୋ ସୁଟ୍ କରୁଛନ୍ତି। ଫଟୋ ସୁଟ୍ କରିବା ସମୟରେ ରାଣୀ ଏଭଳି ଫଟୋ ଉଠାଇଥିଲେ।

{"id":340937,"width":466,"height":1000,"sizeSlug":"large"}

ରାଣୀ ଖାଲି ସେହିଭଳି ଫଟୋ ନୁହେଁ, ମାଆ ଦୁର୍ଗାଙ୍କ ବେଶରେ ମଧ୍ୟ ରାଣୀ ଫଟୋ ଉଠାଇଛନ୍ତି।

{"id":340938,"sizeSlug":"large"}

ଯେଉଁ ଫଟୋ ଗୁଡିକୁ ରାଣୀ ନିଜ ସୋସିଆଲ ମିଡିଆ​‌ରେ ପେଜ୍‌ରେ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.