ଘରୋଇ ହସ୍ପିଟାଲ ଡାକ୍ତର ଙ୍କୁ ମାଡ଼ ଅଭିଯୋଗ

Published By : Prameya-News7 Bureau | May 31, 2018 IST

ଘରୋଇ ହସ୍ପିଟାଲ ରୁ ବୋଲେରୋ ଯୋଗେ ଅନୁଗୋଳ ଅଭିମୁଖେ ଯାଉଥିଲେ ! ଅନଗୁଳ କାଲଟାକ୍ସ ଛକ ପାଖରେ ଅନ୍ୟପଟରୁ ଆସୁଥିବା ବାଇକ ଦୁଇଜଣ ଯୁବକ ଙ୍କ ଗାଡ଼ିରେ ଅଳ୍ପ କେ ଧକ୍କା ଦେଇଥିଲା ଏଥିରେ ରାଗିଯାଇ ଦୁଇ ଯୁବକ ଗାଡ଼ିରେ ଥିବା ଡାକ୍ତର ଦିବ୍ୟଜ୍ୟୋତି ମହାନ୍ତି ଓ ଷ୍ଟାଫ ନର୍ସ ଙ୍କୁ ଦୁର୍ବେବହାର କରିବା ସହିତ ଡ୍ରାଇଭର କୁ ମାଡ଼ ମାରି ଦୁଇ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ! ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ଅନଗୁଳ ପୋଲିସ ଡାକ୍ତର , ନର୍ସ ଓ ଡ୍ରାଇଭର ଙ୍କୁ ଉଦ୍ଧାର କରି ଛି ! ଏ ନେଇ ଲିଖିତ ଅଭିଯୋଗ ମଧ୍ୟ ହୋଇଛି ! ସଂପୂକ୍ତ ଦୁଇଜଣ ଯୁବକ ଙ୍କ ମଧ୍ୟରୁ ଜଣକୁ ଅଟକ ରଖି ପୋଲିସ ପଚାରା ଉଚରା କରୁଛି !ସୂଚନା ଥାଉକି ସଂପୃକ୍ତ ଯୁବକ ଜଣକ ଜଣେ ପୋଲିସ ଅଧିକାରୀ ଙ୍କ ପୁଅ ବୋଲି ବିଶେଷ ସୂତ୍ର ରୁ ଜଣା ପଡ଼ିଛି !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.