Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେ।ଗୀ ମୃତ୍ୟୁକୁ ନେଇ କଳିଙ୍ଗ ହସପିଟାଲରେ ଉତ୍ତେଜନା, ଚିକିତ୍ସା ଅବହେଳାରୁ ରେ।ଗୀଙ୍କ ମୃତ୍ୟୁ ଅଭିଯେ।ଗ

2/09/2018 at 2:06 AM

ରେ।ଗୀ ମୃତ୍ୟୁକୁ ନେଇ କଳିଙ୍ଗ ହସପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରେ।ଗୀଙ୍କ ମୃତ୍ୟୁ ଅଭିଯେ।ଗ । ସଡକ ଦୁର୍ଘଟଣାରେ ଆହତ ହେ।ଇ ଗତ କିଛି ଦିନ ତଳେ କଳିଙ୍ଗ ହସପିଟାଲରେ ଭର୍ତ୍ତି ହେ।ଇଥିଲେ ସୂର୍ଯ୍ୟ ନାରାୟଣ ବେହେରା ନାମକ ବ୍ୟକ୍ତି । ଶନିବାର ତାଙ୍କର ମୃତ୍ୟୁ ହେ।ଇଯାଇଥିଲା । ଘଟଣା ପରେ ମୃତଦେହ ଛାଡିନଥିଲେ ମେଡିକାଲ କର୍ତ୍ତୃପକ୍ଷ । ଯାହାକୁ ନେଇ କଳିଙ୍ଗ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା । ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ମେଡିକାଲରେ ପେ।ଲିସ ମୁତୟନ କରାଯାଇଥିଲା ।

   Related Posts