Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କୋଭିଡ କଟକଣା ଫୁ : ପୋଲିସ ନାକ ତଳେ ବାଜିଲା ଡିଜେ- ଫୁଟିଲା ବାଣ, ଝୁମିଲେ ବରଯାତ୍ରୀ

26/10/2021 at 9:15 AM

ସମ୍ବଲପୁର ୨୬।୧୦ : ପୋଲିସର ନାକ ତଳେ ଫୁଟିଲା ବାଣ , ବାଜିଲା ଡିଜେ । ସର୍ବସମ୍ମୁଖରେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ବରଯାତ୍ରୀ । ସମ୍ବଲପୁର ଜିଲ୍ଲା ଗୋଶାଳା ଫାଣ୍ଡି ବଉଦିଆପଡାରେ ଘଟିଛି ଏଭଳି ଘଟଣା ।

ଖବର ଅନୁସାରେ,  ସୋମବାର ରାତି ପ୍ରାୟ ୯ଟାରୁ ୧୦ଟା ଭିତରେ ବଉଦିଆପଡାକୁ ଏକ ସଂଖ୍ଯାଲଘୁ ବରଯାତ୍ରୀ ଆସିଥିଲେ । ହେଲେ କୋଭିଡ କଟକଣା ଭିତରେ ବାହାଘର ଦୂରର କଥା ଆରମ୍ଭରୁ ଆରମ୍ଭ ହେଲା ଡିଜେ ଓ ବାଣ ରୋଷଣୀ । ଡିଜେର ତାଳେ ତାଳେ ରଙ୍ଗିନ ଆଲୁଅରେ  ଝୁମିଲେ ବରଯାତ୍ରୀ । ପାଖରେ ଥିବା ଗୋଶାଳା ଫାଣ୍ଡି ପୋଲିସ ଏହି ଘଟଣାର କେମିତି ଟେର ପାଇଲାନି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସମ୍ପୃକ୍ତ ବରଯାତ୍ରୀ କେଉଁ ସାହାସ ଓ କାହା ବଳରେ ସାଙ୍ଗରେ ଡିଜେ, ରଙ୍ଗୀନ ଆଳୁଅ ଓ ବାଣ ନେଇ ଆସିଥିଲେ । ପୋଲିସ ଜାଣିକି ଅଜଣା ରହିଲା ନାଁ ମନା କରିବାକୁ ସାହସ ଜୁଟାଇ ପାରିଲାନି ।

   Related Posts