Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ବାସନ୍ଦ ପରିବାରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

5/06/2018 at 6:26 AM

ବ୍ରହ୍ମଗିରି ଧୁଜାପାଟଣା ଗାଁରେ ବାସନ୍ଦ ପରିବାରଙ୍କ ଉପରେ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ବାସନ୍ଦ ପରିବାରଙ୍କ ଘର ପୋଡି ଦେବା ସହ, ଭଙ୍ଗା ରୁଜା କରି ଲୁଟ କରିଛନ୍ତି । ବାସନ୍ଦ ପରିବାରଙ୍କ ୩ ଜଣ ସଦସ୍ୟଙ୍କୁ ଗାଁର କୋଠାଘରେ ଅଟକ ରଖିଦେଇଥିଲେ । ବ୍ରହ୍ମଗିରି ପୋଲିସ ଖବର ପାଇଁ ସେମାନଙ୍କୁ ଉଦ୍ଧାର କରିଥିଲା । ପୂର୍ବରୁ ସୀମା ବାବଦକୁ ନେଇ ପରିବାରଙ୍କୁ ବାସନ୍ଦ କରିଥିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତି ରହି ନଜର ରଖିଛି ।

Leave a Reply

   Related Posts