ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ

Published By : Prameya-News7 Bureau | July 30, 2018 IST

ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ । ମାଡ ମାରିବାର ଭିଡିଓ ଭାଇରାଲ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଝାରପିମ୍ପଳ ପଞ୍ଚାୟତ ଘଣଣ୍ଟିଆଡ ଗାଁର ଘଟଣା । ଗତ ଶନିବାର ରାତିରେ ଶିମୁଳିଆ ଗାଁର ଏହି ଯୁବକ ଜଣଙ୍କ ଦୋକାନରୁ ମୋବାଇଲ୍ ଚୋରି କରିବା ସହ ଆଉ ଜଣଙ୍କ ଘରେ ଶୋଇପଡିଥିଲା । ମୋବାଇଲ ଚୋରି ଅଭିଯୋଗରେ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି । ଯିଏ ଯେମିତି ପାରିଲା ମାରିଲା । ବିଦା, ଗୋଇଠା ସହ ଚପଲରେ ମାରିଥିଲେ । ପରେ ଗ୍ରାମବାସୀଙ୍କ ଦ୍ବାରା ଘଟଣାର ସମାଧାନ ହୋଇଛି । କିନ୍ତୁ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.