ମାଲକାନଗିରିରେ ଅଭିନବ ପ୍ରତିବାଦ : ଖରାପ ରାସ୍ତା କାମକୁ ବିରୋଧ କରି ରାସ୍ତାରେ ଧାନ ରୋଇଲେ ତାଳଗୁଡା ଗ୍ରାମବାସୀ

Published By : Prameya-News7 Bureau | July 08, 2019 IST

ମାଲକାନଗିରି ୮/୭: ମାଲକାନଗିରିରେ ଅଭିନବ ପ୍ରତିବାଦ । ଖରାପ ରାସ୍ତା କାମକୁ ବିରୋଧ କରି ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ତାଳଗୁଡା ଗ୍ରାମବାସୀ । ରାସ୍ତା ଖରାପ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନି । ଶେଷରେ ବାଧ୍ୟ ହୋଇ ଲୋକେ ରାସ୍ତାକୁ  ଓହ୍ଲାଇଛନ୍ତି।

{"id":131628}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.