Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଗାଁରେ ପଶିଲା ହନ୍ତା ହାତୀ, ଗ୍ରାମବାସୀ ଆତଙ୍କିତ

30/05/2019 at 2:57 PM

ଉଦଳା ୩୦|୫:  ଜଙ୍ଗଲରୁ ଖସି ଆସିଥିବା ଏକ ଦନ୍ତା ହାତୀ ଗ୍ରାମରେ ପଶିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗୋପବନ୍ଧୁନଗର ବ୍ଲକ୍ ଅଂଚଳର କୁଆମରା ଗ୍ରାମରେ ପଶିଛି ଏହି ଦନ୍ତା ହାତୀ ।  

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ କୁଆମରା ଗ୍ରାମ ଅଂଚଳରେ ପଶିଛି ଦନ୍ତା ହାତୀ । ଜଙ୍ଗଲରୁ ଖସି ଆସିଥିବା ଏହି ଦନ୍ତା ହାତୀ ଟିକାୟତପୁର ଆଶ୍ରମ ବିଦ୍ୟାଳୟ ପଛ ପାଖ ରାସ୍ତା ଦେଇ ଗ୍ରାମ ଭିତରକୁ ପ୍ରବେଶ କରିଛି । ଗ୍ରାମ ଭିତରେ ଦନ୍ତା ହାତୀଟି ବୁଲୁଥିବା ବେଳେ ପୋଖରୀରେ ପଶିବା ସହିତ ବିଲରୁ ଧାନ ଖାଉଥିବା ଦେଖିବାକୁ ମିଳିଛି । ଏପରିକି କିଛି ଧାନ ମଧ୍ୟ ହାତୀଟି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ତବେ ଗ୍ରାମରେ ଦନ୍ତା ପଶିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବନବିଭାଗ ହାତୀକୁ ଘଉଡାଇବା ଉଦ୍ୟମରେ ଲାଗିଛି ।   

   Related Posts