Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ପେଟା ପଥର ଖଣିକୁ ବିରୋଧ କରି ଆନ୍ଦୋଳନରେ ବସିଲେ ଶତାଧିକ ଆଦିବାସୀ: କହିଲେ, ‘ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହେଉଛି’

29/10/2020 at 4:27 PM

ମାଲକାନଗିରି୨୯/୧୦: ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ପଥର ଖଣିକୁ ବିରୋଧ କରି ଗୁରୁବାର ଶତାଧିତ ଆଦିବାସୀ ଲୋକେ ଆନ୍ଦୋଳନ କରିଛନ୍ତି। ପୁଷୁଗୁଡା ପଞ୍ଚାୟତର ପେଟା ଗ୍ରାମ ନିକଟରେ ଥିବା ପଥର ଖଣିରୁ ଆନ୍ଧ୍ର ପ୍ରଦେଶର ଗ୍ରେନାଇଟ ନାମକ ଏକ ଘରୋଇ କମ୍ପାନୀ ଦୀର୍ଘ ବର୍ଷ ଧରି ଗ୍ରେନାଇଟ ପଥର ଖନନ କରି ଏହାକୁ ବିଶାଖାପାଟଣା ବନ୍ଦର ଦେଇ ଚିନକୁ ରପ୍ତାନି କରୁଛି ।

ହେଲେ ଏହି ପାହାଡ ଖନନନ ଦ୍ବାରା ମୋଟୁ ଅଞ୍ଚଳର ଅନେକ ଗାଁରେ ସେବେରି ନଦୀ ପାଣି ମାଡି ଆସିବା ସହ ବର୍ଷା ଦିନେ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହେବ । ତେଣୁ ଯଥା ଶୀଘ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଲାଗି ସ୍ଥନିୟ ଲୋକେ ଦାବି କରିଛନ୍ତି । ତେବେ ସମସ୍ୟାର  ସମାଧାନ ନହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଧମକ ଦେଇଛନ୍ତି।

   Related Posts