ହିଙ୍ଗୁଳା କୋଇଲା ଖଣିରେ ଗ୍ରାମବାସୀଙ୍କ ଆନ୍ଦୋଳନ : ତାଳଚେର ବିଧାୟକଙ୍କ ସହ ୪୦୦ ଲୋକଙ୍କୁ ଉଠାଇନେଲା ପୋଲିସ
29/10/2019 at 12:55 PM

ଅନୁଗୋଳ ୨୯।୧୦: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଉତ୍ତେଜନା । ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ବରେ କୋଇଲା ଖଣିରେ ଆନ୍ଦୋଳନ କରିଛନ୍ତି ଭାଲୁଗାଡିଆ ଗ୍ରାମବାସୀ । ଜମି ଅଧିଗ୍ରହଣ ଏବଂ ନିଯୁକ୍ତି ସମସ୍ୟା ନେଇ ଚାଲିଥିଲା ଆନ୍ଦୋଳନ ।

ଆନ୍ଦୋଳନରତ ଗ୍ରାମବାସୀଙ୍କ ମଧ୍ୟରୁ ୪ଶହ ଲୋକଙ୍କୁ ଉଠାଇ ନେଇଛି ପୋଲିସ । ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ମଧ୍ୟ ଗିରଫ ହୋଇଛନ୍ତି । ବିଧାୟକଙ୍କ ଗିରଫ ପ୍ରତିବାଦରେ ସମର୍ଥକମାନେ ତାଳଚେରର ଅନ୍ୟ ଖଣି ସବୁ ବନ୍ଦ କରୁଥିବା ଜଣାପଡିଛି ।
Related Posts
ଲୁଚି ଛପି କରୁଥିଲେ କାରବାର, ପହଞ୍ଚିଗଲା ଅବକାରୀ ବିଭାଗ, ୪ ଗିରଫ
22 April 2021