Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ହିଙ୍ଗୁଳା କୋଇଲା ଖଣିରେ ଗ୍ରାମବାସୀଙ୍କ ଆନ୍ଦୋଳନ : ତାଳଚେର ବିଧାୟକଙ୍କ ସହ ୪୦୦ ଲୋକଙ୍କୁ ଉଠାଇନେଲା ପୋଲିସ

29/10/2019 at 12:55 PM

ଅନୁଗୋଳ ୨୯।୧୦: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଉତ୍ତେଜନା । ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ବରେ କୋଇଲା ଖଣିରେ ଆନ୍ଦୋଳନ କରିଛନ୍ତି ଭାଲୁଗାଡିଆ ଗ୍ରାମବାସୀ । ଜମି ଅଧିଗ୍ରହଣ ଏବଂ ନିଯୁକ୍ତି ସମସ୍ୟା ନେଇ ଚାଲିଥିଲା ଆନ୍ଦୋଳନ ।

ଆନ୍ଦୋଳନରତ ଗ୍ରାମବାସୀଙ୍କ ମଧ୍ୟରୁ ୪ଶହ ଲୋକଙ୍କୁ ଉଠାଇ ନେଇଛି ପୋଲିସ । ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ମଧ୍ୟ ଗିରଫ ହୋଇଛନ୍ତି । ବିଧାୟକଙ୍କ ଗିରଫ ପ୍ରତିବାଦରେ ସମର୍ଥକମାନେ ତାଳଚେରର ଅନ୍ୟ ଖଣି ସବୁ ବନ୍ଦ କରୁଥିବା ଜଣାପଡିଛି ।

   Related Posts