Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବେଦାନ୍ତ ଫାଟକ ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା, ପ୍ରଦ୍ୟୁଷଣ ଯୋଗୁଁ ମୃତ୍ୟୁ ଅଭିଯୋଗ

16/10/2021 at 12:31 PM

କଳାହାଣ୍ଡି ୧୬।୧୦: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତର ରେଡ୍ ମଡ୍ ପଣ୍ଡର ଫାଟକ ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା । ରେଡ୍ ମଡ୍ ପଣ୍ଡ  ପ୍ରଦ୍ୟୁଷଣରୁ ଶ୍ବାସରୋଗ ମୃତ୍ୟୁର କାରଣ ଅଭିଯୋଗ କରି ଗ୍ରାମବାସୀ ଧାରଣା ଦେଇଛନ୍ତି । ମୃତକ ବସନ୍ତ ପଡାର ନାନ୍ଦେଇ ମାଝୀ । ରେଡ୍ ମଡ୍ ପଣ୍ଡ ପାର୍ଶ୍ବରେ ବସନ୍ତ ପଡା ଅବସ୍ଥିତ । ରେଡ୍ ମଡ୍ ପଣ୍ଡର ପ୍ରଦ୍ୟୁଷଣ ଗାଁ ଲୋକଙ୍କ ପାଇଁ ଅତିଷ୍ଠ ହେଲାଣି ।

ଅନେକ ଲୋକ ପ୍ରଦ୍ୟୁଷଣ ପାଇଁ ଶ୍ବାସ ତଥା ଫୁସଫୁସ ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବସନ୍ତ ପଡାକୁ ବିସ୍ଥାପିତ କରିବାକୁ ଦାବି କରି ଗ୍ରାମବାସୀ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ଜାରି ରଖିଛନ୍ତି ।

   Related Posts