ଇଣ୍ଡିଆନ ଅଏଲ ଗ୍ୟାସ୍ ପ୍ଲାଣ୍ଟରେ ସ୍ଥାନୀୟଲୋକଙ୍କ ବିକ୍ଷୋଭ ଓ ଧାରଣା
1/12/2018 at 12:22 PM

ଖୋର୍ଦ୍ଧା ୦୧|୧୨: ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଇଣ୍ଡିଆନ ଅଏଲ ଗ୍ୟାସ୍ ପ୍ଲାଣ୍ଟରେ ବିକ୍ଷୋଭ ଓ ଧାରଣା । ପ୍ଲାଣ୍ଟରେ ସୁରକ୍ଷାକର୍ମୀ ନିଯୁକ୍ତି ଦାବିରେ ସ୍ଥାନୀୟଲୋକଙ୍କ ଆନ୍ଦୋଳନ । ପ୍ଲାଣ୍ଟ ମୁଖ୍ୟ ଗେଟରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି ସ୍ଥାନୀୟବାସିନ୍ଦା । ଘଟଣାସ୍ଥଳରେ ଜଟଣୀ ପୋଲିସ ମୁତୟନ ଅଛନ୍ତି ।
Related Posts
ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
26 January 2021