ହାତୀ ସ୍ଥାନାଂତରକୁ ବିରୋଧ

Published By : Prameya-News7 Bureau | July 03, 2018 IST

ଶିମିଳିପାଳ ଅଭୟାରଣ୍ୟରୁ ହାତୀ ସ୍ଥାନାଂତରକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ | ବନ ବିଭାଗ କର୍ମଚାରୀ ଆଜି ହାତୀଙ୍କୁ ସାତକୋଶିଆ ନେବା ବେଳେ ବାହରଭଂଗା ଜଙ୍ଗଲ ନିକଟରେ ହାତୀ ୨ଟି କୁ ଅଟକାଇ ଗ୍ରାମବାସୀ ଧାରଣାରେ ବସିଛନ୍ତି | ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି | ୨ ତାଲିମପ୍ରାପ୍ତ ହାତୀ ଶିମିଳିପାଳର ସ୍ୱାଭିମାନ, ତେଣୁ ତାଙ୍କୁ ଏଠାରୁ ଛଡାଯିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଜିଦରେ ଆଦି ବସିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.