Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରମ୍ବାର ଗାଁରେ ଘଟୁଛି ଅଗ୍ନିକାଣ୍ଡ ; ବେସାହାରା ହୋଇ ଗଛମୂଳେ ପଡିରହିଛନ୍ତି ୫୦ରୁ ଅଧିକ ପରିବାର

ପଟ୍ଟାମୁଣ୍ଡାଇ ୧୧|୨:  ପଟ୍ଟାମୁଣ୍ଡାଇ ଆଳି ବ୍ଲକ୍ ପଦିନିପାଳ ପଞ୍ଚାୟତ ଦୈତାରିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ବେସାହାରା ହୋଇ ୫୦ରୁ ଅଧିକ ପରିବାର ଗଛମୂଳେ ପଡିରହିଛନ୍ତି । ଗତ ୧୫ ଦିନ ହେଲା ଗାଁରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି ।

ନିଆଁରେ ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ଫଳରେ ଘର ଦ୍ବାର ହରାଇ ସର୍ବସ୍ବାନ୍ତ ହୋଇପଡିଛନ୍ତି ଅନେକ ପରିବାର । ଭୌତିକ କାଣ୍ଡ ଯୋଗୁଁ ନିଆଁ ଲାଗୁଥିବା ସନ୍ଦେହ କରି ଆତଙ୍କିତ ହୋଇପଡିଛନ୍ତି ଲୋକେ । ହେଲେ ଏପର୍ଯ୍ୟନ୍ତ ବିପନ୍ନଙ୍କ ପାଖରେ ପହଞ୍ଚିନି ପ୍ରଶାସନ ।

145 Views

   ସମ୍ବନ୍ଧିତ ଖବର