Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କ୍ବାରେଣ୍ଟାଇନ୍ ସେଣ୍ଟର ସ୍ଥାନାନ୍ତର ଦାବି, ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

3/06/2020 at 9:21 AM

ନିଶ୍ଚିତକୋଇଲି ୩।୬: କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ୍ ଅନ୍ତର୍ଗତ ମାଣପୁର ଗ୍ରାମପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟର କାମ ଏବେ ଶେଷ ହୋଇଛି । ଏହି ସେଣ୍ଟର ସାହି ମଝିରେ ହୋଇଥିବାରୁ ସେଣ୍ଟରରୁ ଖୁବ୍ କମ୍ ଦୂରତାରେ ଲୋକମାନଙ୍କ ଘର ରହିଛି ।

ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଏହି ସେଣ୍ଟଟିକୁ ସ୍ଥାନାନ୍ତରିତ କରିବା ପାଇଁ କିଶରନଗର ତହସିଲଦାରଙ୍କୁ ମାଣପୁର ପଞ୍ଚାୟତର ଗ୍ରାମବାସୀମାନେ ଏକ ଦାବି ପତ୍ର ଦେଇଛନ୍ତି । ତେବେ ଏହାର ତଦାର କରିବେ ବୋଲି ତହସିଲଦାର କହିଛନ୍ତି ।

ଯଦି ଏହା ସ୍ଥାନାନ୍ତର ନହୁଏ ତାହାଲେ ଜନତା ଏହାକୁ ବିରୋଧ କରିବେ ଏବଂ ସେଣ୍ଟର ଭିତରେ ପ୍ରବାସୀ ଙ୍କୁ ପୁରାଇ ଦେବେ ନାହିଁ ବୋଲି ଅଭିଯୋଗ ହେଉଛି।ଏହି ସେଣ୍ଟର ଯଦି କାର୍ଯ୍ୟକ୍ଷମ ହୁଏ ଆନ୍ଦୋଳନ କରା ଯିବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।।

   Related Posts