ଏନ୍‌ଏଚ୍‌ ସଂପ୍ରସାରଣ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | May 30, 2019 IST

ଢେଙ୍କାନାଳ ୩୦|୫:  କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ । ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଧଳପୁର ଛକରେ ଜାତୀୟ ରାଜପଥ ୫୫ ଅବରୋଧ କରିଛନ୍ତି ଲୋକେ । ଜାତୀୟ ରାଜପଥ ସଂପ୍ରସାରଣରେ କ୍ଷତିଗ୍ରସ୍ତଙ୍କୁ ନ୍ୟାର୍ଯ୍ୟ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଢେଙ୍କାନାଳରୁ ଅନୁଗୋଳ ମଧ୍ୟରେ ଯାତାୟତ ଠପ୍ ହୋଇଛି ।

{"id":117454}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.