Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ଧରାପଡି ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ବାଇକ୍ ଚୋର, ୪ ଫେରାର

13/07/2019 at 1:13 PM

ପଟ୍ଟାମୁଣ୍ଡାଇ ୧୩|୭: ଧରାପଡି ନିର୍ଦ୍ଧୁମ ଛେଚା ଖାଇଲେ ବାଇକ ଚୋର । ପଟ୍ଟାମୁଣ୍ଡାଇରେ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିଲେ ୬ ଜଣ ଦୁର୍ବୁତ୍ତ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗାଁ ଲୋକେ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ରାଘପୁର ଗାଁକୁ ଶାସନ ଗାଁର କିଶୋର ମଳିକ ବରଯାତ୍ରୀରେ ଯାଇଥିଲେ । ରାସ୍ତା କଡ଼ରେ ବାଇକ୍ ରଖି ବର ପ୍ରୋସେସନରେ ଯିବା ବେଳେ ଅନ୍ଧାରର ସୁଯୋଗ ନେଇ ୬ ଜଣ ଦୁର୍ବୃତ୍ତ କିଶୋରଙ୍କ ନୂଆ ପଲସର ବାଇକ୍ ଟିକୁ ଚୋରି କରିବାକୁ ଉଦ୍ୟମ କରୁଥିଲେ । ହଠାତ୍ ଏହା କିଶୋରଙ୍କ ନଜରକୁ ଆସିଥିଲା । ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୁର୍ବୁତ୍ତଙ୍କୁ ଧରିବାରେ  ସକ୍ଷମ ହୋଇଥିବା ବେଳେ ଆଉ ୪ ଜଣ ଦୁର୍ବୁତ୍ତ ଖସି ପଳାଇଥିଲେ ।

   Related Posts