Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ନାବାଳିକାଙ୍କୁ ଅସଦାଚାରଣ, ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୋଲିସ କର୍ମଚାରୀଙ୍କୁ ମାଡ

8/09/2019 at 5:05 PM

ବାରିପଦା ୮।୯: ବାରିପଦାରେ ନାବାଳିକାଙ୍କୁ ଅସଦାଚରଣ କରି ଜଣେ ୫୫ବର୍ଷ ବୟସ୍କ ପୋଲିସ କର୍ମଚାରୀ ହୋଇଛନ୍ତି ହଟହଟା ହୋଇଛନ୍ତି । ରସିକିଆ ପୋଲିସକୁ ଲୋକେ ଧରି ମଝି ରାସ୍ତାରେ ବାନ୍ଧି ପକାଇଲେ ଗ୍ରାମବାସୀ।

ସୂଚନାଯୋଗ୍ୟ ଯେ, ବାରିପଦା ରିଜର୍ଭ ପୋଲିସର ୪ର୍ଥ ଶ୍ରେଣୀ କର୍ମଚାରୀ ଜହରଲାଲ ବେହେରା ସ୍ଥାନୀୟ ଇନଡୋର ଷ୍ଟାଡିଅମ୍ ଛକ ନିକଟରେ ଜଣେ ନାବାଳିକାଙ୍କୁ ଅଟକାଇ ଅସଦାଚାରଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଥିଲେ। ବେଲଗଡ଼ିଆର ନାବାଳିକା ଜଣକ ଟ୍ୟୁସନରୁ  ଫେରୁଥିବାବେଳେ, ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ମିଶି ଜହରଲାଲଙ୍କୁ ମାଡ ମାରିବା ସହିତ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇଥିଲେ । ବହୁ ଦିନରୁ ଏହି ପୋଲିସ କର୍ମଚାରୀଙ୍କ ନାମରେ ଏଭଳି କୁକର୍ମର ଅଭିଯୋଗ ହୋଇ ଆସୁଥିଲା।

   Related Posts