ବ୍ରାଉନସୁଗାର ବେପାରୀଙ୍କୁ ଛେଚିଲେ ଲୋକେ, ଭିଡିଓ ଭାଇରାଲ୍

Published By : Prameya-News7 Bureau | July 24, 2019 IST

ଖୋର୍ଦ୍ଧା ୨୪|୭: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ବେଆଇନ ବ୍ରାଉନସୁଗାର ବେପାରକୁ ବିରୋଧ । ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ପିଟିଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସାଧାରଣ ଲୋକେ ଅତିଷ୍ଠ ହୋଇ ଏଭଳି କରିଛନ୍ତି । ସୋସିଆଲ ମିଡିଆରେ ଏହି ମାଡର ଭିଡିଓ ଭାଇରାଲ ହେବା ପରେ ପୋଲିସର ନିଷ୍କ୍ରିୟତା ଉପରେ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.